ETV Bharat / sitara

ରାସ୍ତାକଡରୁ ଆଖୁରସ ପିଇଲେ ଆମିର - pani foundation

ପତ୍ନିଙ୍କ ସହ ରୋଡ ସାଇଡ ଢାବାରୁ ଆଖୁରସର ମଜା ନେଇଛନ୍ତି ଆମିର ଖାନ ଓ ପତ୍ନି କିରଣ ରାଓ । ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 2, 2019, 10:07 PM IST

ହାଇଦ୍ରାବାଦ: ସୁପରଷ୍ଟାର ଆମିର ଖାନ ପତ୍ନୀ କିରଣ ରାଓଙ୍କ ସହ ଢାବାରେ ଭେଲପୁରୀ ଓ ଆଖୁରସର ମଜା ନେଇଛନ୍ତି । ଏହି ସମୟର ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଆମିର । ଏହା ପୂର୍ବରୁ ଆମିର ଇଣ୍ଡିଗୋର ଇକୋନୋମିକ ଶ୍ରେଣୀରେ ଯାତ୍ରା କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା ।

pani foundation
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନିକଟରେ 'ପାନି' ନାମକ ଫାଉଣ୍ଡେସନ ତିଆରି କରିଛନ୍ତି ଆମିର-କିରଣ । ଏଥିରେ ମହାରାଷ୍ଟ୍ରର ବିଭିନ୍ନ ଗାଁକୁ ମରୁଡି ମୁକ୍ତ କରିବା ପାଇଁ ଫାଉଣ୍ଡେସନ କାମ କରୁଛି ଓ ମରୁଡି ବାବଦରେ ସଚେତନତା କାର୍ଯ୍ୟକ୍ରମ କରୁଛି।

ତେବେ ଫଟୋଟି ଜାୱଲାର୍ଜୁନ[jawalarjun]ଗ୍ରାମ ବୁଲିଯିବା ସମୟର । ଫଟୋ ପୋଷ୍ଟ ହେବାର 5ଘଣ୍ଟା ପରେ ପ୍ରାୟ 96,000 ଲାଇକ ଆସିଛି । ଆମିର ଖାନ ଓ କିରଣ ରାଓଙ୍କ ଦ୍ବାରା 'ପାନି' ଫାଉଣ୍ଡେସନ 2017ରେ ଆରମ୍ଭ କରାଯାଇଥିଲା । ବିନା ସରକାରୀ ସହାୟତାରେ ଓ ବିନା ଲାଭ ଆଶାରେ ଫାଉଣ୍ଡେସନଟି ମହାରାଷ୍ଟ୍ରର ପ୍ରାୟ 54ଟି ଜିଲ୍ଲାରେ କାର୍ଯ୍ୟ କରୁଛି ।

Intro:Body:

sdfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.