ETV Bharat / sitara

ମୋଦିଙ୍କ ପ୍ରଶଂସାରେ ମିଷ୍ଟର ପରଫେକସନିଷ୍ଟ - pm modi

ମୋଦିଙ୍କ ଜଳ ଶକ୍ତି ଅଭିଯାନର ଖୁବ୍ ପ୍ରଶଂସା କରିଛନ୍ତି ଅଭିନେତା ଆମୀର ଖାନ । ମୋଦିଙ୍କ ପ୍ରଶଂସାରେ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଲେ ଆମୀର ।

ଡିଜାଇନ ଫଟୋ
author img

By

Published : Jul 2, 2019, 12:42 PM IST

ମୁମ୍ବାଇ: ବର୍ତ୍ତମାନ ସମୟରେ ଦେଶର ସବୁ ସ୍ଥାନରେ ପାଣି ସମସ୍ୟା ଦେଖାଯାଇଛି । ପାଣିର ଉତ୍କଟ ସମସ୍ୟା ଦେଖି ମୋଦି ସରକାର ଜଳ ଶକ୍ତି ଅଭିଯାନ ଆରମ୍ଭ କରିଛନ୍ତି ।

ଏହି ଅଭିଯାନକୁ କେବଳ ସାଧାରଣ ଲୋକେ ନୁହେଁ ବରଂ ସେଲିବ୍ରିଟି ଖୁବ୍ ପ୍ରଶଂସା କରିବାରେ ଲାଗିଛନ୍ତି । ଏହି କ୍ରମରେ ସାମିଲ ହୋଇଛନ୍ତି ବି-ଟାଉନର ମିଷ୍ଟର ପରଫେକସନିଷ୍ଟ ଆମୀର ଖାନ । ସେ ସମାଜ ସହ ସମ୍ପୃକ୍ତ ଥିବା ପ୍ରସଙ୍ଗକୁ ନେଇ ସବୁବେଳେ ନିଜ ରାୟ ରଖୁଥିବାର ନଜର ଆସିନ୍ତି ।

ଏହି ଅଭିଯାନର ପ୍ରଶଂସା କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତାଙ୍କର ଏହି ପୋଷ୍ଟଟି ବର୍ତ୍ତମାନ ଚର୍ଚ୍ଚାରେ ଅଛି ।

photo-1
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଆମୀର ଖାନ

ଆମୀର ଟ୍ବିଟ କରି ଲେଖିଛନ୍ତି, "ପାଣିକୁ ମୌଳିକ ଏବଂ ପ୍ରାଥମିକ ପ୍ରସଙ୍ଗ କରିବା ପାଇଁ ଆପଣଙ୍କ ଦ୍ବାରା କରାଯାଇଥିବା ଅଭିଯାନ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ । ଆମର ପୁରା ସମର୍ଥନ ଆପଣଙ୍କ ସହ ଅଛି । ତାଙ୍କର ଏହି ପୋଷ୍ଟ ପରେ ପିଏମ ନରେନ୍ଦ୍ର ମୋଦି ପ୍ରଶଂସା କରି କମେଣ୍ଟରେ ଲେଖିଛନ୍ତି, ପାଣିକୁ ବଞ୍ଚାଇବା ଏବଂ ଲୋକଙ୍କୁ ଏହାପାଇଁ ଜାଗରଣ କରିବା ଆମୀର ଖାନଙ୍କ ଏହି ପଦକ୍ଷେପ ଏକଦମ ସଠିକ୍ ।"

ପ୍ରକାଶ ଥାଉକି ଜୁନ 30ରେ ମୋଦି 'ମନ କି ବାତ' କାର୍ଯ୍ୟକ୍ରମରେ ଦେଶରେ ଦେଖା ଦେଉଥିବା ଜଳ ସଙ୍କଟର ପ୍ରସଙ୍ଗ ଉଠାଇଥିଲେ । ଆଉ କହିଥିଲେ କି ଆମେ କେବଳ ଗୋଟିଏ ବର୍ଷରେ ଆଠ ପ୍ରତିଶତ ପାଣି ସଞ୍ଚିତ କରିପାରୁଛି । ଯଦି ଜଳ ସଂଗ୍ରହ କ୍ଷମତା ବଢାଯିବ ତେବେ ଜଳ ସଙ୍କଟ ସହ ଲଢିପାରିବା ।

Intro:Body:

sdfsf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.