ETV Bharat / sitara

‘ଚେନ୍ନାଇ ଏକ୍ସପ୍ରେସ’@7,ଫିଲ୍ମ ସହିତ ଜଡିତ ସ୍ମୃତି ସେୟାର କଲେ ଫ୍ୟାନ୍ସ

author img

By

Published : Aug 8, 2020, 10:28 PM IST

ବଲିଉଡର ଶାହାରୁଖ ଖାନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବହୁ ପ୍ରଶଂସିତ ଚଳଚ୍ଚିତ୍ର ‘ଚେନ୍ନାଇ ଏକ୍ସପ୍ରେସ’ ଆଜି 7 ବର୍ଷ ପୂରଣ କରିଛି । ଏହି ଅବସରରେ ଦୀପିକାଙ୍କ ପ୍ରଶଂସକମାନେ ଚଳଚ୍ଚିତ୍ର ସହିତ ଜଡିତ କିଛି ସ୍ମୃତି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

7 years of Chennai Express: Deepika Padukone’s fan shower love for Meenamma
‘ଚେନ୍ନାଇ ଏକ୍ସପ୍ରେସ’@7,ଫିଲ୍ମ ସହିତ ଜଡିତ ସ୍ମୃତି ସେୟାର କଲେ ଫ୍ୟାନ୍ସ

ନୂଆଦିଲ୍ଲୀ: ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବହୁ ପ୍ରଶଂସିତ ଚଳଚ୍ଚିତ୍ର ‘ଚେନ୍ନାଇ ଏକ୍ସପ୍ରେସ’ ଆଜି 7 ବର୍ଷ ପୂରଣ କରିଛି ।

ଏହି ଅବସରରେ ଦୀପିକାଙ୍କ ପ୍ରଶଂସକମାନେ ଚଳଚ୍ଚିତ୍ର ସହିତ ଜଡିତ କିଛି ସ୍ମୃତି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିସହିତ ଫିଲ୍ମରେ ଦୀପିକାଙ୍କର ଭୂମିକା ‘ମୀନମ୍ବା’କୁ ପ୍ରଂଶସକମାନେ ବହୁତ ମନେପକାଇଛନ୍ତି ।

ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’କୁ ପ୍ରଶଂସକମାନଙ୍କ ଠାରୁ ବହୁତ ଭଲପାଇବା ମିଳିଥିଲା । ଏହି ଫିଲ୍ମରେ ବହୁ କମେଡି ସୀନ ସହିତ ଦୀପିକାଙ୍କର ଅଭିନୟକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ ।

‘ଚେନ୍ନାଇ ଏକ୍ସପ୍ରେସ’ଚଳଚ୍ଚିତ୍ରରୁ ଫ୍ୟାନ୍ସମାନେ କିଛି କୋଲାଜ ସୋସିଆଲ ମିଡିଆରେ ଫଟୋ ସେୟାର କରି ଏହି ଖୁସିକର ଦିନକୁ ସେଲିବ୍ରେଟ କରିଛନ୍ତି ।

ଦୀପିକାଙ୍କୁ ଶେଷ ଥର ପାଇଁ ଫିଲ୍ମ‘ଛପାକ୍’ରେ ଦେଖିବାକୁ ମିଳିଥିଲା ।

ପରବର୍ତ୍ତୀ ସମୟରେ, ଦୀପିକା ଅଭିନେତା ତଥା ସ୍ବାମୀ ରଣଭୀର ସିଂଙ୍କ ସହିତ ଫିଲ୍ମ‘83’ରେ ନଜର ଆସିବେ । ଏହା ସେମାନଙ୍କର ବିବାହ ପରର ପ୍ରଥମ ଚଳଚ୍ଚିତ୍ର ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.