ETV Bharat / science-and-technology

ଖୁବଶୀଘ୍ର ଭାରତୀୟ ବଜାରକୁ ଆସିବ TECNOର ନୂଆ ସ୍ମାର୍ଟ ଫୋନ - ଟେକ୍ନୋର ନୂଆ ଏଡିସନ

ଖୁବଶୀଘ୍ର ଭାରତରେ ଏକ ନୂଆ ସ୍ମାର୍ଟଫୋନ ଆଣିବାକୁ ଯାଉଛି TECNO । ଟେକ୍ନୋ କ୍ୟାମନ୍ 19 ପ୍ରୋ ସ୍ପେଶାଲ ଏଡିସନ(ecno Camon 19 Pro special edition) ଦେଶରେ ସର୍ବାଧିକ ପ୍ରିମିୟମ୍ ସ୍ମାର୍ଟଫୋନ୍ ଭାବରେ ଡେବ୍ୟୁ କରିପାରେ । ଅଧିକ ପଢନ୍ତୁ

ଖୁବଶୀଘ୍ର ଭାରତୀୟ ବଜାରକୁ ଆଶିବ TECNO's CAMON 19 Pro

author img

By

Published : Sep 3, 2022, 1:35 PM IST

ନୂଆଦିଲ୍ଲୀ: ଟେକ୍ନୋ(TECNO) ଖୁବଶୀଘ୍ର ଭାରତରେ ଏହାର କ୍ୟାମନ୍ 19 ଲାଇନ୍-ଅପରେ ଏକ ନୂତନ ସ୍ମାର୍ଟଫୋନ୍ ଆଣିବାକୁ ଯୋଜନା କରୁଛି । ଟେକ୍ନୋ କ୍ୟାମନ୍ 19 ପ୍ରୋ ସ୍ପେଶାଲ ଏଡିସନ ଦେଶରେ ସର୍ବାଧିକ ପ୍ରିମିୟମ୍ ସ୍ମାର୍ଟଫୋନ୍ ଭାବରେ ଡେବ୍ୟୁ କରିପାରେ । TECNO's CAMON 19 Pro Mondrianର ଡିଜାଇନରେ Breakthrough Technology ବ୍ୟବହାର କରେ ।

ୱାର୍ଲ୍ଡ ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ TECNO ଭାରତରେ ପଲିକ୍ରୋମାଟିକ୍ ଫଟୋସୋମର୍ ଟେକ୍ନୋଲୋଜି(Polychromatic Photoisomer Technology)ର ଡେବ୍ୟୁ(First Entry) ଘୋଷଣା କରିଛି । ଟେକ୍ନୋଲୋଜି ସଫଳତାର ସହିତ ସ୍ମାର୍ଟଫୋନର ମୋନୋକ୍ରୋମ୍ ବ୍ୟାକ୍ କଭରରେ ଏକାଧିକ ପରିବର୍ତ୍ତନଶୀଳ କଲର୍ ରଖିଛି, ଯେଉଁଥିରେ ଏକ ଇମର୍ସିଭ୍ ଲାଇଟ୍ ଥିବାଭଳି ଦେଖାଯାଉଛି ।

ବିଶ୍ବସ୍ତରରେ ପ୍ରସିଦ୍ଧ ଟେକ୍ନୋଲୋଜି TECNO ଆଗାମୀ CAMON 19 Pro Mondrian ରେ ପ୍ରଦର୍ଶିତ ହେବ । ଏହି ଟେକ୍ନୋଲୋଜି ସମଗ୍ର ବିଶ୍ୱରୁ ଏକ ସକାରତ୍ମକ ପ୍ରତିକ୍ରିୟା ପାଇଛି । ଏହାକୁ ୟୁଏସ୍ ମ୍ୟୁଜ୍ ଡିଜାଇନ୍ ପୁରସ୍କାର(USA Muse design award) ପ୍ରଦାନ କରାଯାଇଥିଲା, ଯାହା କଠୋର ମାନଦଣ୍ଡ ଏବଂ 6000 ଶ୍ରେଣୀ ପୃଥକ ଏଣ୍ଟ୍ରିଗୁଡିକ ଅତିକ୍ରମ କରିବା ପରେ ଉପସ୍ଥାପିତ ହୋଇଥିଲା । ସ୍ମାର୍ଟଫୋନକୁ ଇଟାଲୀରୁ 'A' Design Award ମଧ୍ୟ ପ୍ରଦାନ କରାଯାଇଛି, ଯାହା ଏକ ଶ୍ରେଷ୍ଠ ଡିଜାଇନ୍ ଧାରଣା ଏବଂ ଉତ୍ପାଦକୁ ସ୍ୱୀକୃତି ଦେଇଥାଏ ।

TECNOର ପଲିକ୍ରୋମାଟିକ୍ ଫଟୋସୋମର୍ ଟେକ୍ନୋଲୋଜି 500 Iterations(କମ୍ପ୍ୟୁଟର ହାର୍ଟୱେୟାର ବା ସଫ୍ଟୱେୟାର ଏକ ନୂଆ ଭର୍ସନ) ଦେଇ ଆସିଥିବା ବେଳେ 20ଟି ଷ୍ଟେପ୍ସରେ ଗଠିତ । ଏହା ସହିତ ଟେକ୍ନୋଲୋଜିର ସଠିକତା nanometer-level ରେ ପହଞ୍ଚିଛି । ଟେକ୍ନୋଲୋଜିର ସିଙ୍ଗଲ କଲର ଏବଂ ଡବଲ କଲର ବୈଷୟିକ ସୀମାବଦ୍ଧତାକୁ ଭାଙ୍ଗି ଦେଇଥାଏ ।

ଟେକ୍ନୋଲୋଜିକାଲ୍ ଇନୋଭେସନ୍ TECNOର ସ୍ଲୋଗାନ୍ Stop at Nothing ରଖାଯାଇଛି । ଏକ ବ୍ରାଣ୍ଡ ଭାବରେ TECNO ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ କରିଆସୁଛି । CAMON ସିରିଜ୍କୁ ଆହୁରି ମଜବୁତ କରିବାକୁ, TECNO ମୋବାଇଲ୍ ଜୁଲାଇରେ CAMON 19 ସିରିଜ୍ ଲଞ୍ଚ କରିଥିଲା, CAMON 19, CAMON 19 Neo ଏବଂ CAMON 19 Pro 5G ସହିତ ତିନୋଟି ସ୍ୱତନ୍ତ୍ର କ୍ୟାମେରା-ସେଣ୍ଟ୍ରିକ୍ ଅଫର୍ ଆଣିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.