ETV Bharat / science-and-technology

ଏଣିକି ମେସେଞ୍ଜରରେ କରିପାରିବେ କମ୍ୟୁନିଟି ଚାର୍ଟ

author img

By

Published : Sep 16, 2022, 1:48 PM IST

ଫେସବୁକ୍ କମ୍ୟୁନିଟି ଚାଟ୍ ଟେଷ୍ଟ ଆରମ୍ଭ କରିଥିବା ଘୋଷଣା କଲେ ମେଟା ମାଲିକ ମାର୍କ ଜୁକରବର୍ଗ(Mark Zuckerberg Announced Meta is starting to test Community Chats) । ଅଧିକ ପଢନ୍ତୁ

Etv Bhaମେସେଞ୍ଜରରେ ଫେସବୁକ୍ ଗ୍ରୁପ ପାଇଁ କମ୍ୟୁନିଟି ଚାର୍ଟ ଆରମ୍ଭ କଲା ମେଟା: Mark Zuckerbergrat
Etv Bharaମେସେଞ୍ଜରରେ ଫେସବୁକ୍ ଗ୍ରୁପ ପାଇଁ କମ୍ୟୁନିଟି ଚାର୍ଟ ଆରମ୍ଭ କଲା ମେଟା: Mark Zuckerbergt

ନୂଆଦିଲ୍ଲୀ: ଫେସବୁକ୍ କମ୍ୟୁନିଟି ଚାଟ୍ ଟେଷ୍ଟ ଆରମ୍ଭ କରିଥିବା ଘୋଷଣା କଲେ ମେଟା ମାଲିକ ମାର୍କ ଜୁକରବର୍ଗ (Mark Zuckerberg Announced Meta is starting to test Community Chats) । ମେସେଞ୍ଜର ଆପ୍‌ରେ ଫେସବୁକ୍ ଗ୍ରୁପ୍ ପାଇଁ ମେଟା କମ୍ୟୁନିଟି ଚାଟ୍ ଟେଷ୍ଟ ଆରମ୍ଭ କରିଛି । ଗ୍ଲାବାଲ ସିଷ୍ଟମ ଫର୍ ମୋବାଇଲ କମ୍ୟୁନିକେସନ ଆରେନା (Global System for Mobile communication, GSM Arena) ଅନୁଯାୟୀ, ଏହା ଫେସବୁକ୍ ଗ୍ରୁପ୍ ପାଇଁ ଏହା ଉପଲବ୍ଧ ହେବ ଏବଂ ଉପଭୋକ୍ତାମାନେ ଫେସବୁକ୍ ମେସେଞ୍ଜରରୁ ଯୋଗଦାନ ଏବଂ ଅଂଶ ଗ୍ରହଣ କରିବାକୁ ସମର୍ଥ ହେବେ ।

ଏହା ମଧ୍ୟ ପଢନ୍ତୁ:- ଭାରତୀୟ ବିଜ୍ଞାପନଦାତାଙ୍କ ପାଇଁ EMI ଦେୟମୁକ୍ତ କଲା ମେଟା

କମ୍ୟୁନିଟି ଚାଟ୍ କ୍ରିଏଟ କରୁଥିବା ବ୍ୟକ୍ତି ଏହାକୁ ଗ୍ରୁପରେ ସଂଗଠିତ କରିପାରିବେ, ଫଳରେ ଗ୍ରୁପ ସଦସ୍ୟମାନେ ସେମାନଙ୍କ ପାଇଁ ଇଣ୍ଟ୍ରେଷ୍ଟିଂ ଟପିକ୍ ବାଛିବାକୁ ସହଜରେ ସକ୍ଷମ ହେବେ । ଏହି ଫିଚର୍ସ ମାଧ୍ୟମରେ ଜଣେ ଆଡମିନି କୌଣସି ନିର୍ଦ୍ଦିଷ୍ଟ ଟପିକ୍, ଇଭେଣ୍ଟ, ସାକ୍ଷାତ କିମ୍ବା ଏକାଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଥିବା ଗୋଟିଏ ସୂଚନାକୁ ସହଜରେ ପହଞ୍ଚାଇ ପାରିବେ । ସେହିପରି ଜଣେ ଆଡମିନ କେବଳ ଅନ୍ୟ ଆଡିମିନି ଏବଂ ମୋଡେରେଟୋର୍ସଙ୍କ ସହ କୋଲାବେଲେସନରେ ମଧ୍ୟ ଚାଟ୍ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.