ETV Bharat / science-and-technology

ଲଞ୍ଚ ହେଲା ନୋକିଆ purebook x14 ଲ୍ୟାପଟପ, ଜାଣନ୍ତୁ କ'ଣ ରହିଛି ଖାସ ଫିଚର...

ନୋକିଆ purebook x14 ଲ୍ୟାପଟପ । ଏନେଇ ନୋକିଆ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

author img

By

Published : Dec 17, 2020, 8:50 PM IST

Updated : Feb 16, 2021, 7:53 PM IST

ନୋକିଆ purebook x14 ଲ୍ୟାପଟପ
ନୋକିଆ purebook x14 ଲ୍ୟାପଟପ

ନୂଆଦିଲ୍ଲୀ: ଲଞ୍ଚ ହେଲା ନୋକିଆ purebook x14 ଲ୍ୟାପଟପ । ଏନେଇ ନୋକିଆ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଯାହାକୁ #BuiltToEmpower ଟ୍ୟାଗଲାଇନ ସହ ନୋକିଆ କମ୍ପାନୀ ପକ୍ଷରୁ ଏହି ନୂଆ ଲ୍ୟାପଟପ ଲଞ୍ଚ ବାବଦରେ ଘୋଷଣା କରିଛି । ଏହାକୁ ଭାରତର ଘରୋଇ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ସହ ସହଭାଗିତାରେ ମିଶି ଲଞ୍ଚ କରାଯାଇଛି ।

ଯାହାର ବିଶେଷ ଫିଚର ବାବଦରେ କହିବାକୁ ଗଲେ, ଏହି ଲ୍ୟାପଟପ ଫେସିଆଲ ରେକଗନାଇଜେସନ(ମୁହଁକୁ ଚିହ୍ନିବା) ଖୋଲିବା ସହ ଏହି ଲ୍ୟାପଟପ ଓଜନରେ ହାଲୁକା ରହିଛି । ଏହାସହ ଲାପଟପ 8 ଘଣ୍ଟା ପର୍ଯ୍ୟନ୍ତ ବ୍ୟାକଅପ ବ୍ୟାଟେରୀ ସହ 65W ଚାର୍ଜର ଦେବାକୁ ଦାବି କରିଛି ।

ଏହା ଭଲ ସ୍ପିଡ ଦେବା ସହିତ, ଅନ୍ୟାନ୍ୟ ଫିଚର ଅଛି । ଯାହା ନୋକିଆ PureBook X14 ର ଉପଭୋକ୍ତାଙ୍କୁ ନୂଆ ଅଭିଜ୍ଞତା ଦେବ ।

-ଏହା ଓଜନରେ ହାଲୁକା ହୋଇଥିବାରୁ ଏହାକୁ ଅତି ସହଜରେ ନିଜ କାର୍ଯ୍ୟସ୍ଥଳୀକୁ ନେବାକୁ ସହଜ ହୋଇଥାଏ ।

-ଏହି ଲ୍ୟାପଟପର କାର୍ଯ୍ୟ କରିବାର ସ୍ପିଡ ମଧ୍ୟ ଅଧିକ ରହିବ ।

-ଏହି ଲ୍ୟାପଟପର ବଜାର ମୂଲ୍ୟ 59, 990 ରହିଥିବାବେଳେ ଏହାକୁ ଡିସେମ୍ବର 18 ପୂର୍ବରୁ ଫ୍ଲିପକାର୍ଟରୁ ଆଗୁଆ ବୁକ କରି କ୍ରୟ କରି ପାରିବେ ।

ଭାରତରେ ଗ୍ରାହକଙ୍କୁ ନୋକିଆ ବ୍ରାଣ୍ଡେଡ ଲ୍ୟାପଟପ ପ୍ରଦାନ କରିବାକୁ ଆମେ ଭାରି ଉତ୍ସାହିତ । ଏହାର ଶୈଳୀ, କାର୍ଯ୍ୟଦକ୍ଷତା ଏବଂ ବିଶ୍ବସନୀୟତା ପାଇଁ ହିଁ ଜଣାଶୁଣା ବୋଲି ନୋକିଆ ବ୍ରାଣ୍ଡ ଭିପୁଲ ମେହେରୋତ୍ରା, ନୋକିଆ ବ୍ରାଣ୍ଡ ପାର୍ଟନରସିପ ନିଜ ଏକ ବିବୃତ୍ତିରେ କହିଛନ୍ତି।

Last Updated : Feb 16, 2021, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.