ETV Bharat / science-and-technology

7S III ଫୁଲଫ୍ରେମ ମିରରଲେସ କ୍ୟାମେରା ଲଞ୍ଚ କଲା ସୋନି, ଜାଣନ୍ତୁ ଫିଚର - 7S III ଫୁଲଫ୍ରେମ ମିରରଲେସ କ୍ୟାମେରା

ବହୁ ପ୍ରତିକ୍ଷୀତ ଆଲଫା 7S III ଫୁଲ-ଫ୍ରେମ ମିରରଲେସ କ୍ୟାମେରା ଲଞ୍ଚ କରିଛି ସୋନି । ଜାଣନ୍ତୁ ଏହି ହାଇରେଞ୍ଜ କ୍ୟାମେରା ଫିଚର ଓ ସ୍ବତନ୍ତ୍ରତା..

7S III ଫୁଲଫ୍ରେମ ମିରରଲେସ କ୍ୟାମେରା ଲଞ୍ଚ କଲା ସୋନି, ଜାଣନ୍ତୁ ଫିଚର

author img

By

Published : Jul 31, 2020, 10:03 PM IST

Updated : Feb 16, 2021, 7:52 PM IST

ସାନ ଫ୍ରାନ୍ସିସ୍କୋ: ସୋନି ଇଲେକ୍ଟ୍ରୋନିକ୍ସ ନିଜର ବହୁ ପ୍ରତିକ୍ଷିତ ଆଲଫା 7S III ଫୁଲ-ଫ୍ରେମ ମିରରଲେସ କ୍ୟାମେରା ଲଞ୍ଚ କରିଛି । ଏ ନେଇ କମ୍ପାନୀ ନିଜ ଟ୍ବିଟର ପେଜରେ ଘୋଷଣା କରିଛି ।

ଏହାର ଦାମ ପାଖାପାଖୀ 2.61 ଲକ୍ଷ ଟଙ୍କା ($3,499.99 USD) ରହିଛି । ଏହା ବର୍ତ୍ତମାନ ପ୍ରି-ଅର୍ଡର ପାଇଁ ଉତ୍ତର ଆମେରିକାରେ ଉପଲବ୍ଧ । ସେପ୍ଟେମ୍ବର 24 ରୁ ଏହାର ବିକ୍ରି ଆରମ୍ଭ ହେବ । ତେବେ ବର୍ତ୍ତମାନ ସମୟରେ ଏହାର ଅନ୍ତରାଷ୍ଟ୍ରୀୟ ଉପଲବ୍ଧତା ନେଇ କୌଣସି ସୂଚନା ଦିଆଯାଇନାହିଁ ।

7S III ଫୁଲଫ୍ରେମ ମିରରଲେସ କ୍ୟାମେରା ଲଞ୍ଚ କଲା ସୋନି, ଜାଣନ୍ତୁ ଫିଚର

ଏହା ଲାଟେଷ୍ଟ ମିରରଲେସ କ୍ୟାମେରା 35 ମିମି ଫୁଲ ଫ୍ରେମ 12.1 ମେଗାପିକ୍ସଲ ବ୍ୟାକ -ଇଲ୍ୟୁମିନେଟେଡ ଫୁଲ ଫ୍ରେମ ଏକ୍ସମୋର ଓ ସିଏମଓଏସ ଇମେଜ ସେନ୍ସର ସହ ଆସିଛି । ଏଥିରେ BIONZ XR™ ଇମେଜ ପ୍ରୋସେସିଙ୍ଗ ଇଞ୍ଜିନ ରହିଛି । ଯାହାକି ଏହି ସିରିଜର ପୂର୍ବ କ୍ୟାମେରା ତୁଳନାରେ 8 ଗୁଣା ଅଧିର ପ୍ରୋସେସିଙ୍ଗ ଓ ଇମେଜିଂ ସୁବିଧା ପ୍ରଦାନ କରିଥାଏ ।

ଏହାକୁ ଆଇଏସଓ ରେଞ୍ଜ 80-102,400 ସହ ଉପଲବ୍ଧ କରାଯିବ । ଯାହା ଦ୍ବାରା ଭିଡିଓ ପାଇଁ 80-409,600 ଓ ଷ୍ଟିଲ ପାଇଁ 40-409,600 ଯାଏଁ ବଢାଯାଇପାରିବ ।

Last Updated : Feb 16, 2021, 7:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.