ETV Bharat / science-and-technology

ସାମସଙ୍ଗର 110 -ଇଞ୍ଚ ମାଇକ୍ରୋ ଏଲଇଡି ଟିଭି ଲଞ୍ଚ

ଡିସେମ୍ବର 10 ତାରିଖରେ ସାମସଙ୍ଗ୍ ଇଲେକ୍ଟ୍ରୋନିକ୍ସ ଏକ ନୂତନ ମାଇକ୍ରୋ ଏଲଇଡି ଟିଭି ଉନ୍ମୋଚନ କରିଛି । ସାମସଙ୍ଗର 110 -ଇଞ୍ଚ ମାଇକ୍ରୋ ଏଲଇଡି ଟିଭିର ମୂଲ୍ୟ 156,400 ଡଲାର ହେବ । ଅଧିକ ପଢନ୍ତୁ...

author img

By

Published : Dec 13, 2020, 7:59 PM IST

Updated : Feb 16, 2021, 7:53 PM IST

ଲଞ୍ଚ ହେଲା ସାମସଙ୍ଗର 110 -ଇଞ୍ଚ ମାଇକ୍ରୋ ଏଲଇଡି ଟିଭି

ସିଓଲ୍: ଡିସେମ୍ବର 10 ତାରିଖରେ ସାମସଙ୍ଗ୍ ଇଲେକ୍ଟ୍ରୋନିକ୍ସ ଏକ ନୂତନ ମାଇକ୍ରୋ ଏଲଇଡି ଟିଭି ଉନ୍ମୋଚନ କରିଛି । ଦକ୍ଷିଣ କୋରିଆର ଟେକ୍ ଜିଆଣ୍ଟ ଏକ ହାଇ-ଏଣ୍ଡ କନଜୁମର ସିକିଂ ଘରୋଇ ମନୋରଞ୍ଜନ ଅଭିଜ୍ଞତା ଖୋଜୁଥିବା ଗ୍ରାହକଙ୍କୁ ଟାର୍ଗେଟ କରୁଛି ।

ସାମସଙ୍ଗର 110 -ଇଞ୍ଚ ମାଇକ୍ରୋ ଏଲଇଡି ଟିଭିର ମୂଲ୍ୟ 156,400 ଡଲାର ହେବ । ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଟିଭି ପାଇଁ ପ୍ରି-ଅଡର୍ସ ଚଳିତ ମାସ ଆରମ୍ଭରୁ ଉପଲବ୍ଧ ହୋଇଛି । ଏବଂ ଅଫିସିଆଲି 2021 ର ପ୍ରଥମ ତ୍ରୈମାସିକରେ ଲଞ୍ଚ ହେବା ନେଇ ଧାର୍ଯ୍ୟ ହୋଇଛି ବୋଲି ୟୋନହାପ ନ୍ୟୁଜ୍ ଏଜେନ୍ସି ସୂଚନା ଦେଇଛନ୍ତି ।

ଆମେରିକା, ମଧ୍ୟ ପୂର୍ବ ଏବଂ କେତେକ ୟୁରୋପୀୟ ଦେଶ ଭଳି ବଜାରରେ ନୂତନ ମାଇକ୍ରୋ ଏଲଇଡି ଟିଭି ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି । କିନ୍ତୁ ଏହାର ବିଶ୍ବସ୍ତରୀୟ ଉପଲବ୍ଧତାକୁ ବିସ୍ତାର କରିବ ବୋଲି ସାମସଙ୍ଗ କହିଛି ।

  • ଏକ ଅନଲାଇନ୍ ଇଭେଣ୍ଟରେ ସାମସଙ୍ଗର ଭିଜୁଆଲ୍ ଡିସପ୍ଲେ ବ୍ୟବସାୟର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଚୁ ଜୋଙ୍ଗ-ସୁକ୍ କହିଛନ୍ତି ଯେ ସାମସଙ୍ଗ ଏହି ମାଇକ୍ରୋ ଏଲଇଡି ଟିଭିକୁ ବଜାରରେ ନେତୃତ୍ୱ ନେବାକୁ ଲକ୍ଷ୍ୟ ରଖିଛି । ତେଣୁ ଉତ୍ପାଦ ପାଇଁ ବହୁ ଅର୍ଥପୂର୍ଣ୍ଣ ବିକ୍ରୟ ହାସଲ କରିପାରିବ ।

  • ଏକ ମାଇକ୍ରୋ ଏଲଇଡି ଟିଭି ମାଇକ୍ରୋମିଟର ଆକାରର ଏଲଇଡି ଚିପ୍ସକୁ ଏକକ ପିକ୍ସେଲ ଭାବରେ ବ୍ୟବହାର କରେ । ଯାହା ସ୍ବୟଂ ଆଲୋକିତ କରିପାରେ, ଉନ୍ନତ ରିଜୋଲ୍ୟୁସନ ଏବଂ ଉଚ୍ଚ ସ୍ବଚ୍ଛତା ପ୍ରଦାନ କରିଥାଏ । କିନ୍ତୁ ଏହା ଅରଗାନିକ ଲାଇଟ-ଏମିଟିଂ ଡାୟୋଡ୍ ଡିସପ୍ଲେ ଭଳି । ଏହା ଇନଅର୍ଗାନିକ ପଦାର୍ଥ ବ୍ୟବହାର କରି ଉଜ୍ଜ୍ୱଳତା କ୍ଷୟ କମ୍ କରେ ।

  • ସାମସଙ୍ଗ ପ୍ରଥମେ ଏହାର ମାଇକ୍ରୋ ଏଲଇଡି ଡିସପ୍ଲେ 2018 ରେ ବାଣିଜ୍ୟିକ ବ୍ୟବହାର ପାଇଁ ୱାଲ୍ ନାମକ ବ୍ରାଣ୍ଡ ଅଧୀନରେ ଲଞ୍ଚ କରିଥିଲା । କିନ୍ତୁ ଘରୋଇ ସିନେମା ବ୍ୟବହାର ପାଇଁ ମଧ୍ୟ ଏହି ଉତ୍ପାଦ ବିତରଣ କରିବାକୁ ଚେଷ୍ଟା କରୁଛି ।
  • ଏହାର B2B ମାଇକ୍ରୋ ଏଲଇଡି ଉତ୍ପାଦ ପରି । ସାମସଙ୍ଗ କହିଛି ଯେ ନୂତନ 110-ଇଞ୍ଚ ମାଇକ୍ରୋ ଏଲଇଡି ଟିଭି ପ୍ରିଫ୍ରେକେଟେଡ୍ ହୋଇଥିବାରୁ ସ୍ଥାପନ ଏବଂ କାଲିବ୍ରେସନ୍ ସରଳ ହୋଇଛି ।
  • ଦୁନିଆର ସର୍ବବୃହତ ଟିଭି ନିର୍ମାତା ଏହା କହିଛନ୍ତି ଯେ, ଏହା ଏଲଇଡି ଚିପ୍ସ ପାଇଁ ଉନ୍ନତ ପୃଷ୍ଠଭୂମି ମାଉଣ୍ଟ ଟେକ୍ନୋଲୋଜି ପ୍ରୟୋଗ କରିଛି ଏବଂ ଏହାର ସେମିକଣ୍ଡକ୍ଟର ବ୍ୟବସାୟରୁ ନୂତନ ମାଇକ୍ରୋ ଏଲଇଡି ଟିଭିକୁ ବ୍ୟବସାୟିକ କରିବା ପାଇଁ ଉତ୍ପାଦିତ ହୋଇଛି । ଏହା ଛୋଟ ମାଇକ୍ରୋ ଏଲଇଡି ଟିଭି ତିଆରି କରିବା ପାଇଁ ସମାଧାନ ସୁରକ୍ଷିତ କରିଛି ।
  • ଭବିଷ୍ୟତରେ 70 ଇଞ୍ଚରୁ 100 ଇଞ୍ଚ ପର୍ଯ୍ୟନ୍ତ ସ୍କ୍ରିନ ସାଇଜ୍ ସହିତ ମାଇକ୍ରୋ ଏଲଇଡି ଟିଭି ରିଲିଜ୍ କରିବାର ବିକଳ୍ପ ସମୀକ୍ଷା କରୁଛି ବୋଲି ସାମସଙ୍ଗ କହିଛି ।
  • ସାମସଙ୍ଗ କହିଛି ଯେ ଏହାର 110-ଇଞ୍ଚ ମାଇକ୍ରୋ ଏଲଇଡି ଟିଭି 3.3-ବର୍ଗ ମିଟର ଏରିଆରେ 8 ମିଲିୟନରୁ ଅଧିକ RGB ଏଲଇଡି ଚିପ୍ସ ବ୍ୟବହାର କରି 4K ରିଜୋଲୁସନ ଗୁଣବତ୍ତା ସୁରକ୍ଷିତ କରିଛି । ଉତ୍ପାଦଟି ଏକ ମାଇକ୍ରୋ ଏଇ ପ୍ରୋସେସର୍ ସହିତ ମଧ୍ୟ ସଜ୍ଜିତ । ଯାହା ଉନ୍ନତମାନର ଗୁଣଗୁଡିକ ବିତରଣ କରିବା ପାଇଁ କୃତ୍ରିମ ବୁଦ୍ଧିମତା ଆଲଗୋରିଦମ ବ୍ୟବହାର କରେ ।
  • ନୂତନ ମାଇକ୍ରୋ ଏଲଇଡି ଟିଭି ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହା ବିଭିନ୍ନ ମାର୍କେଟିଂ କରିବ । ଆମେ ସାଧାରଣ LCD ଟିଭି ପରି ଉତ୍ପାଦ ବିକ୍ରୟ କରିବାକୁ ଯାଉନାହୁଁ ବୋଲି ଚୁ କହିଛନ୍ତି ।
  • ଏହାର ମହଙ୍ଗା ମୂଲ୍ୟ ବିଷୟରେ ପଚରାଯିବାରୁ ସାମସଙ୍ଗ କହିଛି ଯେ, ଯଦି ମାଇକ୍ରୋ ଏଲଇଡି ଟିଭି ବଜାରରେ ଅଧିକ ବ୍ରାଣ୍ଡ ଅଂଶଗ୍ରହଣ କରନ୍ତି ତେବେ ଏହା କ୍ରମଶ ହ୍ରାସ ପାଇବ ।

Last Updated : Feb 16, 2021, 7:53 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.