ETV Bharat / lifestyle

26 ନଭେମ୍ବର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

horoscope
horoscope
author img

By

Published : Nov 26, 2021, 12:16 AM IST

ମେଷ: ଆପଣ ଆଜି ଉଦାସୀନ ଓ ଚିନ୍ତିତ ହୋଇପାରନ୍ତି | ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବା ପାଇଁ ଆପଣ ନିଜର ସାଧାରଣ ପଥରୁ ଅଲଗା ହେବେ | ଆପଣଙ୍କ ପାଇଁ ଆପଣଙ୍କ ପ୍ରତିବଦ୍ଧତା ଭବିଷ୍ୟତ ପାଇଁ ନିବେଶ | ଫଳ ହେଉଛି ଜୀବନସାରାର ଭଲପାଇବା ସମ୍ପର୍କ |

ବୃଷ: ଆପଣଙ୍କ ପ୍ରେମ ଜୀବନରେ ଗ୍ରହଣଶୀଳତା ଓ ସମ୍ଵେ୍ଦନଶୀଳତାର ବହୁତ ସମ୍ଭାବନା ରହିଛି | ଅନ୍ୟ ପକ୍ଷରେ, ଆପଣଙ୍କ ନକାରାତ୍ମକତା ମଧ୍ୟବର୍ତ୍ତୀ ସ୍ତରର ଫଳାଫଳ ଦେଇପାରେ | ଅନ୍ୟମାନଙ୍କ ସମସ୍ୟା ସମୟରେ ଆପଣ ଜଣେ ଯୋଦ୍ଧା ହୋଇଯାଆନ୍ତି କିନ୍ତୁ ନିଜ ଘର କଥା ଭୁଲିଯାଆନ୍ତି |

ମିଥୁନ: ଭାବନାତ୍ମକ ଓ ସାମଗ୍ରୀକ ସୁରକ୍ଷାର ଆଜି ସମାନ ଗୁରୁତ୍ଵ ରହିବ | ଆପଣ ଭଲ ପାଇବାକୁ ଚାହାନ୍ତି, କିନ୍ତୁ ଆପଣ ଜାଣନ୍ତି ଭଲ ପାଇବା ଆପଣଙ୍କ ପେଟ ଭରିବ ନାହିଁ | ପାଠ ପଢାରେ, ଆପଣଙ୍କ ମନରେ ଯାହା ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନେଇଥିବେ ତାହା କରିବେ |

କର୍କଟ: ଯେତେବେଳେ କଷ୍ଟ ଅବସ୍ଥା ଚାଲିଥାଏ, ତାହା ସହ ଆଗକୁ ବଢିବା ଠିକ ହେବ | କିନ୍ତୁ ଆପଣ ଏପରି କଥା ବିଶ୍ଵାସ କରନ୍ତି ଯେ ଅସୁବିଧା ସମୟରେ, ଅସୁବିଧା ଠାରୁ ଦୂରରେ ରହିବା ଭଲ | ଯେହେତୁ ଆଜି ଦିନଟି ଆପଣଙ୍କ ନୁହେଁ, ଆପଣ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଓ କାମଗୁଡିକ ସ୍ଥଗିତ କରିପାରନ୍ତି |

ସିଂହ: ଅନ୍ୟଜଣକ ମନ୍ତବ୍ୟ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଆପଣଙ୍କ ରାଗ ନିୟନ୍ତ୍ରଣ କରନ୍ତୁ, ଯେହେତୁ ଅନ୍ୟ ସମ୍ବେଦନଶୀଳ ସଙ୍କେତ ମଧ୍ୟ ଦେଖା ଦେଉଛି । ତେଣୁ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ପରିସ୍ଥିତିକୁ ଜଟିଳ କରିବାକୁ ଚାହାଁନ୍ତୁ ନାହିଁ । ଅତ୍ୟଧିକ ଯୁକ୍ତିତର୍କରୁ ଦୁରେଇ ରହନ୍ତୁ, ନହେଲେ ନିଃସନ୍ଦେହରେ ଆଇନଗତ ସମସ୍ୟା ସୃଷ୍ଟି କରିବ ।

କନ୍ୟା: ଆପଣଙ୍କ ରାଶି ଚକ୍ର ପାଇଁ ଏହି ଭାବପ୍ରବଣତା ଭରା ଦିନ ବିଶେଷ ଭାବରେ ସ୍ୱପ୍ନ-ଭଳି ଗୁଣ ପ୍ରତିଫଳନ କରୁଛି । ଆପଣଙ୍କ କୌଶଳ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହେଉଥିବା ବ୍ୟକ୍ତିଙ୍କ ବ୍ୟତୀତ, ଆପଣ ଜଣକ ପାଇଁ ଅତ୍ୟଧିକ ପ୍ରେମ ଘୋଷଣା କରିପାରନ୍ତି । ଆଗକୁ ଚାଲନ୍ତୁ, ଏହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ହୋଇପାରେ ।

ତୁଳା: ଆପଣଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ର ପାଇଁ ଆଜିଦିନ ଭାଗ୍ୟଶାଳୀ ରହିବ । ବର୍ତ୍ତମାନ ସୁଦ୍ଧା ଆପଣ ହୁଏତ ସବୁଠାରୁ ଅଧିକ ସନ୍ତୁଳନ ପ୍ରାପ୍ତ କରିଥାଇ ପାରନ୍ତି । ଆପଣଙ୍କ ପାଇଁ ଆଜି ସହଜ ଦିନ ରହିବ, କାରଣ କୌଣସି କାର୍ଯ୍ୟ କରିବା ପାଇଁ ଆପଣ ସଂଘର୍ଷ କରିବାକୁ ପଡିବ ନାହିଁ । ତେଣୁ ଆଶା କରନ୍ତୁ ଯେ ସମସ୍ତ କାର୍ଯ୍ୟ ସହଜରେ ଶେଷ ହେବ କିମ୍ୱା ସମାଧାନ ହେବ । ଘରେ ପ୍ରୀୟଜନଙ୍କ ସହିତ ପ୍ରେମଭରା ଏବଂ ଖୁସିଭରା ରହିବ ।

ବିଛା: ଆଜି ସକାଳେ ସମସ୍ତ ଘଣ୍ଟାକୁ ଆପଣ ଅତିକ୍ରମ କରିବା ପାଇଁ ଚାହିଁବେ ଏବଂ ଆପଣ ଛୁଟି ସହଜରେ ପାଇପାରିବେ ନାହିଁ । ଆଜି ସହଜରେ କାମ କରିପାରିବେ ନାହିଁ କିମ୍ୱା ସହଜରେ କାମରେ ଧ୍ୟାନ ଦେଇପାରିବେ ନାହିଁ, ସଂକ୍ଷେପରେ କହିବାକୁ ଗଲେ ସଂଘର୍ଷ କରିବାକୁ ପଡିବ । ଆପଣ ମାନ୍ଦା ଅନୁଭବ କରିବେ ଏବଂ ଦିନସାରା ବ୍ୟସ୍ତ ରହିବେ ।

ଧନୁ : ଭାବପ୍ରବଣତା ଏବଂ ଆବେଗତା,ଦୁର୍ଭାଗ୍ୟବଶତଃ, ଆଜି ଆପଣଙ୍କୁ ଘେରି ରହିବ । ସାଧାରଣ ଭାବରେ ଏହାର ଅର୍ଥ ଯେ ଆପଣଙ୍କର ଭାବ ପ୍ରବଣତା ପ୍ରଦର୍ଶନ କରି କିଛି ଲାଭ ହେବ ନାହିଁ , କାରଣ ଏହାର କୌଣସି ଅନ୍ତ ନାହିଁ । ଏହାକୁ ନିୟନ୍ତ୍ରଣ ରଖନ୍ତୁ ।

ମକର: ଆଜି ଆପଣଙ୍କ ଅନ୍ତର୍ଜ୍ଞାନ ବହୁତ ଭଲ ରହିବ, ଯାହା ଦ୍ଵାରା ଆପଣ ସମ୍ମାନ ଓ ମାନ୍ୟତା ପାଇବେ | ଅବଶ୍ୟ, ଆପଣ ସବୁ ଦିନ ଏପରି ଭାଗ୍ୟବାନ ହେବେ ନାହିଁ, ସେଥିପାଇଁ ଯେତେ ସମ୍ଭବ ଆପଣଙ୍କ ଅନ୍ତର୍ଜ୍ଞାନକୁ ବ୍ୟବହାର କରନ୍ତୁ, କାରଣ ଆପଣ ଜାଣିଛନ୍ତି ଅନ୍ତର୍ଜ୍ଞାନ ସବୁବେଳେ ଠିକ ନ ହୋଇପାରେ |

କୁମ୍ଭ: ଆପଣ ଆନନ୍ଦ ଅନୁଭବ କରିବେ ଏବଂ ନିଜର ସଫଳତା ଏବଂ ଉତ୍ତମ ଜୀବନର ଝଲକ ପ୍ରତିଫଳିତ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ, ଆପଣଙ୍କ ଖ୍ୟାତି ଏବଂ ସହକର୍ମୀମାନଙ୍କ ମଧ୍ୟରେ ସମ୍ମାନ ମଧ୍ୟ ବୃଦ୍ଧି ହେବ । ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କ ଗୃପରେ “ନିର୍ଭରଶୀଳ” ହେବେ – ଘରେ ମଧ୍ୟ ଭଲ ସମୟ ଅତିବାହିତ ହେବ, ପରିବାର ସହିତ ପ୍ରେମଭାବ ଏବଂ ହସଖୁସିରେ ସମୟ ବିତିବ ।

ମୀନ : ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଯଦି ଆପଣ ଏକ ଗୀତ ଲେଖିପାରିଲେ କିମ୍ୱା ବ୍ଲଗ୍‌ରେ ଏକ ପ୍ରଭାବଶୀଳ ପ୍ରବେଶ କଲେ । ଆପଣ ଏପରିକି ଏକ ନୂଆ କ୍ଷେତ୍ରକୁ ପ୍ରବେଶ କରିପାରନ୍ତି ଏବଂ ଆପଣଙ୍କ ପାଖରେ ଥିବା ଏକ ସୁନ୍ଦର କଳ୍ପନାତ୍ମକ ସୃଷ୍ଟି ଦୁନିଆକୁ ଉପକାର ସ୍ୱଦୃଶ ଦେଇପାରନ୍ତି । ଆପଣଙ୍କ ପ୍ରେମିକା ମନମୁଗ୍‌ଧକର ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେତେବେଳେ ଆପଣ ତାଙ୍କର ପ୍ରଶଂସା କରିଚାଲିବେ । ଛାତ୍ର ଏବଂ ସେମାନଙ୍କର ଶିକ୍ଷା ପାଇଁ ଏକ ଉତ୍କୃଷ୍ଟ ସମୟ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.