ETV Bharat / lifestyle

ଆସିଷ୍ଟାଣ୍ଟ ଦ୍ବାରା ହ୍ବାଟ୍ସଆପରେ କରିହେବ ଭିଡିଓ ଏବଂ ଅଡିଓ କଲ - ଆସିସାଣ୍ଟ

ନିକଟରେ ଗୁଗୁଲ ଘୋଷଣା କରିଛି ଯେ, ହ୍ବାଟ୍ସଆପରେ ଆସିଷ୍ଟାଣ୍ଟ ଦ୍ବାରା ଭିଡିଓ ଏବଂ ଅଡିଓ କଲ ସମ୍ଭବ ହୋଇପାରିବ । ଏହାର ଅର୍ଥ ଜଣେ ସହଜରେ ନିଜ ସ୍ମାର୍ଟଫୋନ ହୋମ ସ୍କ୍ରିନର ଗୁଗୁଲ ଆସିଷ୍ଟାଣ୍ଟକୁ ଟ୍ରିଗର କରି ହ୍ବାଟ୍ସଆପ ବ୍ୟବହାର କରିପାରିବ ।

whatsapp
ଆସିଷ୍ଟାଣ୍ଟ ଦ୍ବାରା ହ୍ବାଟ୍ସଆପରେ କରିହେବ ଭିଡିଓ ଏବଂ ଅଡିଓ କଲ
author img

By

Published : Jul 13, 2020, 4:51 PM IST

ନୂଆଦିଲ୍ଲୀ: ନିକଟରେ ଗୁଗୁଲ ଘୋଷଣା କରିଛି ଯେ, ହ୍ବାଟ୍ସଆପରେ ଆସିଷ୍ଟାଣ୍ଟ ଦ୍ବାରା ଭିଡିଓ ଏବଂ ଅଡିଓ କଲ ସମ୍ଭବ ହୋଇପାରିବ । ଏହାର ଅର୍ଥ ଜଣେ ସହଜରେ ନିଜ ସ୍ମାର୍ଟଫୋନ ହୋମ ସ୍କ୍ରିନର ଗୁଗୁଲ ଆସିଷ୍ଟାଣ୍ଟକୁ ଟ୍ରିଗର କରି ହ୍ବାଟ୍ସଆପ ବ୍ୟବହାର କରିପାରିବ ।

ଆସିଷ୍ଟାଣ୍ଟ ଦ୍ବାରା ପରିଚାଳିତ ଭଏସ କଲ୍ ଏହାପୂର୍ବରୁ ୟୁଜରଙ୍କ ନେଟୱର୍କ କଲ ପାଇଁ ବ୍ୟବହାର ହେଉଥିଲା । ସେତେବେଳେ ଭିଡିଓ କଲ୍ କେବଳ ହ୍ୟାଙ୍ଗଆଉଟ ଏବଂ ଡୁଓରେ ସେଟଅପ କରାଯାଇଥିଲା । ଯଦି ଆପଣ ନିଜର ଆଣ୍ଡ୍ରଏଡ ଡିଭାଇସରେ ଗୁଗୁଲ ଆସିଷ୍ଟାଣ୍ଟ ସେଟଅପ୍ କରୁଛନ୍ତି । ତେବେ ଆପଣ ସିଧାସଳଖ ‘ଓକେ

ଗୁଗୁଲ୍’ କିମ୍ବା ‘ହାଏ ଗୁଗୁଲ’ କହି ଲାଗୁ କରିପାରିବେ । ଯଦି ଆପଣଙ୍କ ଡିଭାଇସର ହୋମ ବଟନକୁ ଅଧିକ ସମୟ ପ୍ରେସ କରି ରଖନ୍ତି ତେବେ ଏକ ଡେଡିକେଟେଡ କି ସାହାର୍ଯ୍ୟରେ ଆସିଷ୍ଟାଣ୍ଟ ଆପକୁ ବ୍ୟବହାର କରିପାରିବେ ।

ଯେତେବେଳେ ଗୁଗୁଲ୍ ଆସିଷ୍ଟାଣ୍ଟ ଓପନ ହେବ ସେତେବେଳେ ଦୁଇଟି କମାଣ୍ଡ ମଧ୍ୟରୁ ଗୋଟିଏକୁ ବ୍ୟବହାର କରି ହ୍ବାଟ୍ସଆପ କଲ୍ କିମ୍ବା ହ୍ବାଟ୍ସଆପ ଭିଡିଓ କଲ କରିପାରିବେ । ତେବେ ଏହାକୁ ଶୀଘ୍ର କରିବା ପାଇଁ ଜଣେ ୟୁଜର ଚାହିଁଲେ କଣ୍ଟାକ୍ଟର ଏକ ନିକ୍ ନେମ ରଖିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.