ETV Bharat / lifestyle

ଗୁଗଲ୍ ମିଟ୍ ଆଣୁଛି ନୂଆ ଫିଚର, ଜାଣନ୍ତୁ କଣ ରହିଛି ଖାସ୍

ଗୁଗଲ୍ ନିଜର ଭିଡିଓ କଲିଂ ଆପ୍ ମିଟ୍ ପାଇଁ ଅନେକ ନୂଆ ଫିଚର ସହ ବ୍ୟାକଗ୍ରାଉଣ୍ଡ୍ ବ୍ଲର, ଲୋ-ଲାଇଟ୍ ମୋଡ ଏବଂ ବ୍ୟାକଗ୍ରାଉଣ୍ଡ ରିପ୍ଲେସମେଣ୍ଟ ଇମେଜ୍ ଉପରେ କାମ କରୁଛି ।

author img

By

Published : Jun 28, 2020, 5:30 PM IST

google meet
ଗୁଗୁଲ୍ ମିଟ୍ ଆଣୁଛି ନୂଆ ଫିଚର

ୱାଶିଂଟନ: ଗୁଗଲ୍ ନିଜର ଭିଡିଓ କଲିଂ ଆପ୍ ମିଟ୍ ପାଇଁ ଅନେକ ନୂଆ ଫିଚର ସହ ବ୍ୟାକଗ୍ରାଉଣ୍ଡ୍ ବ୍ଲର, ଲୋ-ଲାଇଟ୍ ମୋଡ ଏବଂ ବ୍ୟାକଗ୍ରାଉଣ୍ଡ ରିପ୍ଲେସମେଣ୍ଟ ଇମେଜ୍ ଉପରେ କାମ କରୁଛି ।

ପ୍ରତିଦ୍ୱନ୍ଦ୍ୱୀ ଭିଡିଓ କନ୍ଫରେନ୍ସିଂ ପ୍ଲାଟଫର୍ମ ଜୁମ୍ ଏବଂ ମାଇକ୍ରୋସଫ୍ଟ ଟିମ୍ ଭଳି ଗୁଗଲ୍ ମିଟ୍ ୟୁଜରମାନଙ୍କୁ ନିଜ ଇମେଜ(ଫଟୋ) ଚୟନ କରିବା କିମ୍ବା ଅନେକ ଡିଫଲ୍ଟ ଅପ୍ସନ ବାଛିବା ପାଇଁ ସହାୟକ ହେବ ।

ଗୁଗୁଲ ଦ ଭର୍ଜ ନିଶ୍ଚିତ କରିଛି ଯେ, ବ୍ୟାକଗ୍ରାଉଣ୍ଡ ବ୍ଲର ଏବଂ ବ୍ୟାକଗ୍ରାଉଣ୍ଡ ରିପ୍ଲେସମେଣ୍ଟ ଇମେଜ୍ ବ୍ୟତୀତ ରିଅଲ୍ ଟାଇମ୍ କ୍ୟାପସନ୍, ଲୋ-ଲାଇଟ୍ ମୋଡ୍, ହ୍ୟାଣ୍ଡ ରାଇଜିଙ୍ଗ୍ ଏବଂ 49 ଟି ମିଟିଂ ଅଂଶଗ୍ରହଣକାରୀଙ୍କ ଏକ ଟାଇଲ୍ ଦୃଶ୍ୟ ମିଟରେ ୟୁଜରମାନଙ୍କ ପାଇଁ ନୂଆ ଭର୍ସନରେ ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.