ETV Bharat / lifestyle

ଡ୍ରେସ୍ ଦେଖି ବଏଫ୍ରେଣ୍ଡ ଇମ୍ପ୍ରେସ୍ - impress

କୁହାଯାଏ ନିଜ ପାର୍ଟନରଙ୍କ ପ୍ରତି ପ୍ରେମ ଜାହିର କରିବାପାଇଁ ଏହି ସପ୍ତାହ ହେଉଛି ସୁବର୍ଣ୍ଣ ସୁଯୋଗ । ତେବେ ଆପଣ ଯଦି ଏହି ଦିନକୁ ଖାସ୍ କରିବା ପାଇଁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ପାଇଁ ଆଣିଛୁ କିଛି ଏପରି ଟିପ୍ସ ଯାହା ଆପଣଙ୍କୁ ଏହି ଦିନକୁ ସ୍ପେସିଆଲ କରିବା ପାଇଁ ଦେବ ଏକ ଡିଫରେଣ୍ଟ ଲୁକ୍ ।

ଡିଜାଇନ ଫଟୋ
author img

By

Published : Feb 9, 2019, 2:56 PM IST

ପ୍ରତିଟି ପ୍ରେମ ପକ୍ଷୀଙ୍କୁ ଭାଲେନଣ୍ଟାଇନ୍ ସପ୍ତାହ ପାଇଁ ଥାଏ ଅନେକ ଦିନର ଅପେକ୍ଷା । କୁହାଯାଏ ନିଜ ପାର୍ଟନରଙ୍କ ପ୍ରତି ପ୍ରେମ ଜାହିର କରିବାପାଇଁ ଏହି ସପ୍ତାହ ହେଉଛି ସୁବର୍ଣ୍ଣ ସୁଯୋଗ । ତେବେ ଆପଣ ଯଦି ଏହି ଦିନକୁ ଖାସ୍ କରିବା ପାଇଁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ପାଇଁ ଆଣିଛୁ କିଛି ଏପରି ଟିପ୍ସ ଯାହା ଆପଣଙ୍କୁ ଏହି ଦିନକୁ ସ୍ପେସିଆଲ କରିବା ପାଇଁ ଦେବ ଏକ ଡିଫରେଣ୍ଟ ଲୁକ୍ ।

ନିଜର ଖାସ୍ ଦିନରେ କିଏ ଅବା ସୁନ୍ଦର ଦେଖାଯିବାକୁ ଚାହେଁନା । ମାତ୍ର ନିଜର ପୋଷାକକୁ ନେଇ ସର୍ବଦା ମହିଳାଙ୍କ ପାଖରେ ଦଖିବାକୁ ମିଳିଥାଏ କନଫ୍ୟୁଜନ୍ । ଆଉ ଆପଣଙ୍କ ଏହି କନଫ୍ୟୁଜନ ଦୂର କରିବ ଆମର ଏହି ଟିପ୍ସ ।

ଜମସୁଟ୍

ଯଦି ଏହି ଭ୍ୟାଲେଣ୍ଟାଇନ୍ ଡେ ରେ ଆପଣ ନିଜକୁ ଏକ ଷ୍ଟାଇଲିସ୍ ଲୁକ୍ ଦେବାକୁ ଚାହୁଁଛନ୍ତି ତେବେ ଜମସୁଟ୍‌ ଏକ ଭଲ ଆଉଟଫିଟ୍ ନିଶ୍ଚିତ । ତେବେ ଏହି ଆଉଟଫିଟରେ ମଧ୍ୟ ଆପଣଙ୍କ ପାଖରେ ରହିଛି ଅନକ ଅପସନ୍ । ତେବେ ଏଥିରେ ଆପଣ ଅପସଲଡର୍ , ଡିପ୍ ନେକ୍ ଏବଂ ପ୍ରିଣ୍ଟେଡ୍ ଜମସୁଟ୍ ପିନ୍ଧିପାରିବେ ।

ହାଇବେଷ୍ଟ ପ୍ଲେନ୍ ସ୍କଟ୍

ଏହା ସବୁ ପୁରୁଷଙ୍କ ଇଚ୍ଛା ରହିଥାଏ ଯେ, ତାଙ୍କ ଲେଡି ଲଭ୍ ସବୁଠାରୁ ଅଧିକ ସୁନ୍ଦର ଦେଖାଯାଉ । ତେବେ ଏହି ଭାଲେନଣ୍ଟାଇନ ଡେ ପାଇଁ ହାଇବେଷ୍ଟ ପ୍ଲେନ୍ ସ୍କଟ୍ ଆପଣଙ୍କ ପାଇଁ ବେଷ୍ଟ ଅପସନ୍ । ଏହି ସ୍କଟ ସହ ଆପଣ ଯେ କୌଣସି ଟପ୍‌କୁ ଇନ୍ କରି ପିନ୍ଧନ୍ତୁ । ଏହା ଆପଣଙ୍କୁ ଏକ ପରଫେକ୍ଟ ଲୁକ୍ ଦେବ ।

undefined

ଟର୍ଟଲ ନେକ୍ ସ୍ବେଟର ଏ ସ୍କିଲ୍ ଜିନ୍ସ

ଯଦି ଆପଣଙ୍କୁ ଅଧିକ ଥଣ୍ଡା ହେଉଛି ତେବେ ଏହା ଆପଣଙ୍କ ପାଇଁ ଏକ ବେଷ୍ଟ ଆଉଟଫିଟ୍ । ଏହା ଆପଣଙ୍କୁ ଏକ ଷ୍ଟାଇଲିସ୍ ଲୁକ୍ ଦେବା ସହ ଥଣ୍ଡାରୁ ମଧ୍ୟ ରକ୍ଷା ଦେବ । ଆପଣ ଚାହିଁଲେ ଆପଣ ଏହି ଲୁକ୍ ସହିତ କିଛି ନେକପିସ୍ ମଧ୍ୟ ପିନ୍ଧିପାରିବେ ।

ଅପ ସଲଡୋର୍ ଟପ୍ କିମ୍ବା ଡ୍ରେସ୍

ଆପଣ ଚାହିଁଲେ ଅପ ସୋଲଡର୍ ଡ୍ରେସ୍ କ୍ୟାରି କରିପାରିବେ । ଯଦି ଆପଣ ଏଥିରେ କମ୍ଫରଟେବୁଲ୍ ଫିଲ୍ କରୁଛନ୍ତି ତେବେ ଗୋଟିଏ ଭଲ କଲରର ଅପସୋଲଡର୍ ଡ୍ରେସ୍ ବାଛନ୍ତୁ । ଏହା ଆପଣଙ୍କୁ ହଟ୍ ଏବଂ ଟ୍ରେଣ୍ଡି ଲୁକ୍ ଦେବ । ଏହା ଆଜିକାଲି ଟ୍ରେଣ୍ଡରେ ଚାଲିଛି ।

ଲେସ୍ ଡ୍ରେସ୍

ଲେସ୍ ଡ୍ରେସ୍ ଆପଣଙ୍କ ଚେହେରାକୁ ଦେବ ଏକ ଡିଫରେଣ୍ଟ ଲୁକ୍ । ଏହା ମଧ୍ୟ ଆପଣ ନିଜ ମୁଡ୍ ହିସାବରେ ବାଛିପାରିବେ । ଲଙ୍ଗ୍ ସ୍ଲିଭ ଠାରୁ ଆରମ୍ଭ କରି ଫିଗର ଫିଟ୍ ପର୍ଯ୍ୟନ୍ତ ଆପଣ ଯାହା ଚାହିଁବେ ବାଛି ପାରିବେ ।

ପ୍ଲେନ୍ ପଲିଡେଟ୍ ସ୍କର୍ଟ

କିଛିଦିନ ହେବ ଏହି ଡ୍ରେସ୍ ଖୁବ୍ ଟ୍ରେଣ୍ଡରେ ରହିଛି । ଯାହା ଆପଣଙ୍କ ପାଇଁ ଏକ ବେଷ୍ଟ ଚଏସ୍ । ଏହା ଆପଣଙ୍କୁ ଏକ ଗ୍ଲାମରିୟସ୍ ଲୁକ୍ ମଧ୍ୟ ଦେବ । ଆପଣ ନିଜ ପସନ୍ଦ ହିସାବରେ ଏହାସହ ଲଙ୍ଗ କିମ୍ବା ସର୍ଟ ସ୍କଟ୍ ବାଛିପାରିବେ ।

undefined

କ୍ରପ ଟପ୍ ସହ ହାଇ ବେଷ୍ଟ ଜିନ୍ସ

ଯଦି ଆପଣ ସିମ୍ପୁଲ ଏବଂ କ୍ଲାସି ଲୁକ ଚାହୁଁଛନ୍ତି ତେବେ ଆପଣ କ୍ରପ୍ ଟପ୍ ଏବଂ ହାଇ ବେଷ୍ଟ ଜିନ୍ସ ଟାଇଟ କରି ପିନ୍ଧିପାରିବେ । ଏହା ଆପଣଙ୍କୁ ଏକ ଟ୍ରେଣ୍ଡି ଲୁକ୍ ଦେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.