ETV Bharat / lifestyle

ରାଶିର ଫଳ ଭାଗ୍ୟର ଖେଳ - daily astrology

ସାରା ଦିନରେ କଣ ଭଲ ହେବ ଓ କଣ ଖରାପ। କଣ ରହିଛି ଆପଣଙ୍କ ଭାଗ୍ୟରେ। ରାଶିଫଳର କଣ ପ୍ରଭାବ ରହିଛି ଆଜି ଆପଣଙ୍କ ଜୀବନରେ। ଦିନଚର୍ଯ୍ୟା କିପରି ରହିବ।

ରାଶିଫଳ
author img

By

Published : Feb 4, 2019, 10:29 AM IST

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ଘରକୁ ଅତିଥି ଆସିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।

ବୃଷ: କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କାହା ସହିତ ଭୁଲ୍‌ ବୁଝାମଣା ହୋଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହିତ ମତାନ୍ତର ହୋଇପାରେ।

ମିଥୁନ: ସମାଜରେ ମାନପ୍ରତିଷ୍ଠା ବଢ଼ିବ। ବନ୍ଧୁଙ୍କ ସହଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କର୍କଟ: କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ସିଂହ: ଅଳସୁଆ ଅନୁଭବ କରିବେ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ଉଚ୍ଚ ଅଧିକାରୀଙ୍କ ଠାରୁ ଦୂରେଇ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ନୂଆ ବନ୍ଧୁ ମିଳିପାରନ୍ତି। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବେ।

ତୁଳା: ବନ୍ଧୁଙ୍କ ସହ ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଯାଇ ପାରନ୍ତି। ସାମଜରେ ମାନସମ୍ମାନ ମିଳିବ।

ବିଚ୍ଛା: ଦୁର୍ଘଟଣା ଘଟିପାରେ। ସେଥିପାଇଁ ସତର୍କ ରୁହନ୍ତୁ। ଅଟକି ରହିଥିବା କାର୍ଯ୍ୟ ଆଜି ବି ସଂପୂର୍ଣ୍ଣ ହେବ ନାହିଁ।

ଧନୁ: ପିଲାଙ୍କ ପାଠପଢ଼ା ନେଇ ଚିନ୍ତିତ ରହିବେ। କୌଣସି କାର୍ଯ୍ୟରେ ସଫଳା ପାଇବେ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: ଦିନଟି ଭଲରେ କଟି ନପାରେ। ଅସୁସ୍ଥ ଅନୁଭବ କରିବେ। ନିର୍ଦ୍ଧାରିତ ସମୟରେ ଭୋଜନ କରନ୍ତୁ। ମହିଳାମାନେ ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ଚିନ୍ତାମୁକ୍ତ ହେବାକୁ ଚେଷ୍ଟା କରନ୍ତୁ। କୌଣସି ବୃଦ୍ଧବ୍ୟକ୍ତିଙ୍କ ଠାରୁ ଲାଭବାନ ହେବେ। ଧନପ୍ରାପ୍ତି ଯୋଗ ରହିଛି।

undefined

ମୀନ: ଦିନଟି ଭଲରେ କଟିବ। ଆୟ ବଢ଼ିବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ।

Intro:Body:

5 scientific reasons which proves watching horror movie -can burn your 200 calories at a time

ହରର ମୁଭି ଦେଖନ୍ତୁ, ରୋଗକୁ ବାଏ ବାଏ କୁହନ୍ତୁ

ଆମ ଭିତରେ ଏମିତି ଖୁବ୍ ଅଳ୍ପ ଲୋକେ ଥାଆନ୍ତି, ଯେଉଁମାନେ ଭୂତ ଫିଲ୍ମ ଦେଖିବାକୁ ପସନ୍ଦ କରିଥାଆନ୍ତି। ଏମିତିକି ପିଲାବେଳେ ମଧ୍ୟ ମାତା-ପିତା ନିଜ ପିଲାଙ୍କୁ ହରର୍ ମୁଭି ଦେଖିବାରୁ ରୋକିଥାଆନ୍ତି । ତେବେ ଏହା ପଛର ଅନେକ କାରଣ ମଧ୍ୟ ରହିଛି । ଅନେକ କହିଥାଆନ୍ତି ଏଭଳି ଫିଲ୍ମ ଦେଖିବା ଦ୍ବାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ କିମ୍ବା ପିଲା ମନରେ ଡର ସୃଷ୍ଟି ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ହରର ଫିଲ୍ମ ଦେଖିବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ରହିଥାଏ । ହଁ ଆଜ୍ଞା ଆଶ୍ଚର୍ଯ୍ୟ ହେଲେ ମଧ୍ୟ କଥାଟି ସତ । 

ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଏହି ଘଟଣାଟି ସାମ୍ନାକୁ ଆସିଛି । ଏହା ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆଣିଥାଏ । ଏମିତିକି ହରର ଫିଲ୍ମ ଦେଖିବାଦ୍ବାରା ଶରୀରର ଓଜନ ମଧ୍ୟ ହ୍ରାସ ହୋଇଥାଏ । 

ଗୋଟିଏ ଥରରେ ଘଟାଏ 200 କ୍ୟାଲୋରୀ

ଯଦି ଆପଣଙ୍କ ପାଖରେ ଜିମ୍ ଯିବା ପାଇଁ ସମୟର ଅଭାବ ରହିଛି । ତେବେ ଟେନ୍‌ସନ୍‌ ନିଅନ୍ତୁ ନାହିଁ । କେବଳ ଏବେ ଆପଣ ଗୋଟିଏ କାମ କରନ୍ତୁ । ହରର୍ ଫିଲ୍ମ ଦେଖିବା ଆରମ୍ଭ କରନ୍ତୁ । ତେବେ ଆପଣ ଭାବୁଥିବେ ଏ କେମିତିକା କଥା । ଏଠାରେ ଆପଣଙ୍କୁ କହିରଖୁଛୁ ଯେ, 90 ମିନିଟ୍‌ର ହରର୍‌ ଫିଲ୍ମ ଆପଣଙ୍କ ଶରୀରର 113 କ୍ୟାଲୋରି ବର୍ନ କରିଥାଏ । ଏହା ସେତିକି କ୍ୟାଲୋରୀ ଯାହା ଆପଣ ଗୋଟିଏ ଚକୋଲେଟ୍ ଖାଇବା ଦ୍ବାରା ପ୍ରାପ୍ତ କରିଥାଆନ୍ତି । 

ହୃଦୟକୁ ସୁସ୍ଥ ରଖେ

ଇଂଲଣ୍ତର ବେଷ୍ଟମିଷ୍ଟର ୟୁନିଭର୍ସିଟି ଗବେଷକଙ୍କ କହିବା ଅନୁସାରେ, ହରର ଫିଲ୍ମ ଦେଖିବା ସମୟରେ ଜଣେ ଆଭରେଜ୍ ଏଡଲ୍ଟ 133 କିଲୋ କ୍ୟାଲୋରୀ ବର୍ନ କରିଥାଏ । ତେବେ ଏହାର କାରଣ ହେଉଛି ଯେବେ ଆମେ କୌଣସି ଭୟାନକ ଜିନିଷ ଦେଖିଥାଉ ଏହା ଆମ ଶରୀରରୁ ଏଣ୍ଡ୍ରିନେଲିନ୍ ନାମକ ଏକ ହରମୋନ ବାହାର କରିଥାଏ । ଯାହାଦ୍ବାରା ଆମ ହୃଦୟରୁ ସ୍ପନ୍ଦନକୁ ଦ୍ବିଗୁଣିତ କରିଥାଏ । 

ଇମ୍ୟୁନ ବୁଷ୍ଟ କରିଥାଏ

ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଏହାମଧ୍ୟ ସାମ୍ନାକୁ ଆସିଥିଲା ଯେ, ହରର ଫିଲ୍ମ ଦେଖିବାଦ୍ବାରା ଶରୀରରେ ଇମ୍ୟୁନ ବୁଷ୍ଟ ହୋଇଥାଏ । 

ସମ୍ପର୍କ ପାଇଁ ମଧ୍ୟ ଉତ୍ତମ

କୁହାଯାଏ ଯେବେ କେବେ ଆମ ଶରୀରରେ ଡର ଜନ୍ମ ନେଇଥାଏ, ଏହାଦ୍ବାରା ଆମ ମସ୍ତିଷ୍କରେ ଡୋପାମାଇନ ଏବଂ ଗୁଡେ କେମିକାଲ ସୃଷ୍ଟି ହୋଇଥାଏ । ଏହା ସେହି ହରମୋନ ହୋଇଥାଏ, ଯାହା ନିର୍ଗତ ହେବା ସମୟରେ ଶରୀରକୁ ଖୁବ୍ ଭଲ ଅନୁଭବ ହୋଇଥାଏ । 

ଚିନ୍ତା ମୁକ୍ତ

ଯଦି ଆପଣ ଚିନ୍ତାଗ୍ରସ୍ତ ଅଛନ୍ତି, ତେବେ ହରର ମୁଭି ଆପଣଙ୍କୁ ଖୁବ୍ ସାହାଯ୍ୟ କରିବ । ହରର ଫିଲ୍ମ ଦେଖିବାକୁ ଭଲ ପାଉଥିବା ବ୍ୟକ୍ତି ଯଦି କୌଣସି କାରଣରୁ ଚିନ୍ତାଗ୍ରସ୍ତ ଅଛନ୍ତି, ତେବେ ଆପଣ ନିଜ ମନପସନ୍ଦର ହରର ମୁଭି ଦେଖନ୍ତୁ । ଚିନ୍ତାରୁ ମୁକ୍ତି ମିଳିବ । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.