ETV Bharat / jagte-raho

ପୁତୁରାକୁ ଭୁଜାଲିରେ ହାଣିଲା ଦାଦା, ପୁତୁରା ଗୁରୁତର

author img

By

Published : Jan 7, 2020, 8:22 PM IST

ସୋର ଥାନା ପୁରୁଷୋତ୍ତମପୁର ଗାଁରେ ଅଭାବନୀୟ ଘଟଣା । ନିଜ ମାଆଙ୍କୁ ମାଡ ମାରୁଥିବା ଦେଖି ପୁତୁରା ବିରୋଧ କରିବାରୁ ଭୁଜାଲିରେ ପୁତୁରା ଅଶୋକଙ୍କୁ ଆକ୍ରମଣ କଲା ଦାଦା ।

ପୁତୁରାକୁ ଭୁଜାଲିରେ ହାଣିଲା ଦାଦା
ପୁତୁରାକୁ ଭୁଜାଲିରେ ହାଣିଲା ଦାଦା

ବାଲେଶ୍ବର: ପୁତୁରାକୁ ଭୁଜାଲିରେ ହାଣିଲା ଦାଦା। ଏମିତି ଏକ ଅଭିଯୋଗ ହୋଇଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ।

ପୁତୁରାକୁ ଭୁଜାଲିରେ ହାଣିଲା ଦାଦା , ପୁତୁରା ଗୁରୁତର

ସୋର ଥାନା ପୁରୁଷୋତ୍ତମପୁର ଗାଁର ଅଜୟ ମଲ୍ଲିକ ନିଜ ମାଆଙ୍କୁ ମାଡ ମାରୁଥିବା ଦେଖି ପୁତୁରା ଅଶୋକ ମଲ୍ଲିକ ତାଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ଅଜୟ ରାଗିଯାଇଥିଲେ । ଏକ ଭୁଜାଲିରେ ପୁତୁରା ଅଶୋକଙ୍କୁ ଆକ୍ରମଣ କରିଥିଲେ।

ଆକ୍ରମଣ ଯୋଗୁଁ ଅଶୋକ ଗୁରୁତର ହୋଇ ସୋର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଅଶୋକଙ୍କ ପରିବାର ପକ୍ଷରୁ ସୋର ଥାନାରେ ଅଭିଯୋଗ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ମାକୁ ମାଡ଼ ମାରୁଥିବା ପୁଅକୁ ବିରୋଧ କରିବାରୁ ପୁତୁରାକୁ ଭୁଜାଲିରେ ହାଣିଲା ଦାଦା। ଏମିତି ଏକ ଅଭିଯୋଗ ହୋଇଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ।
ସୋର ଥାନା ପୁରୁଷୋତ୍ତମପୁର ଗ୍ରାମର ଅଜୟ ମଲ୍ଲିକ ନିଜ ମାଆଙ୍କୁ ମାଡ଼ ମାରୁଥିବା ଦେଖି ପୁତୁରା ଅଶୋକ ମଲ୍ଲିକ ତାଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ଅଜୟ ଉତକ୍ଷିପ୍ତ ହୋଇ ଏକ ଭୁଜାଲିରେ ପୁତୁରା ଅଶୋକଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ଯୋଗୁଁ ଅଶୋକ ଗୁରୁତର ଭାବେ ଆହତ ହୋଇ ସୋର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଅଶୋକଙ୍କ ପରିବାର ପକ୍ଷରୁ ସୋର ଥାନାରେ ଅଭିଯୋଗ କରାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.