ETV Bharat / jagte-raho

ପୁଲୱାମାରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, ଜଣେ ସିଆରପିଏଫ ଯବାନ ଆହାତ - pulwama 1 crpf personnel injured

କାକାପୋରା ପୋଲିସ ଷ୍ଟେସନରେ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଫଳରେ ଆହତ ହୋଇଛନ୍ତି ଜଣେ ସିଆରପିଏଫ ଯବାନ । ଅଧିକ ପଢନ୍ତୁ ...

terrorists hurl grenade at police station in pulwama 1 crpf personnel injured
ପୁଲୱାମାରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ
author img

By

Published : Mar 11, 2020, 4:57 AM IST

ଶ୍ରୀନଗର : ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ସିଆରଫିଏଫ ଜବାନ ଆହାତ । ମଙ୍ଗଳବାର ପୁଲୱାମା ଜିଲ୍ଲାର କାକାପୋରା ପୋଲିସ ଷ୍ଟେସନରେ ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିବା ଯୋଗୁଁ ସିଆରପିଏଫ (ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ) ଯବାନ ଆହତ ହୋଇଛନ୍ତି। ପୋଲିସ ଷ୍ଟେସନ କାନ୍ଥକୁ ଗ୍ରେନେଡ ବିସ୍ଫୋରଣ ହୋଇଥିବା କହିଛି ପୋଲିସ ।

ଏହାର ପ୍ରତିଆକ୍ରମଣରେ ପୋଲିସ କିଛି ସମୟ ଧରି ଏରିଏଲ ଗୁଳି ଚାଳନା କରିଥିଲା । ଆହତ ସେନା ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

ପୋଲିସ ଷ୍ଟେସନ ପାଚେରୀରେ ଗ୍ରେନେଡ ମାଡ଼ ହେବା ଦ୍ବାରା ଜଣେ ସୁରକ୍ଷା କର୍ମୀ ଆହାତ ହୋଇଥିବା କହିଛି ସିଆରପିଏଫ । ଏନେଇ ସୁରକ୍ଷା କୁ କଡାକଡି କରିବା ପାଇଁ ପୋଲିସ ଷ୍ଟେସନ ପରିସରରେ 41ବିଏନ୍ ସିଆରପିଏଫ ପୁଲିସ ବଳ କୁ ମୁତୟନ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.