ETV Bharat / international

ପୁଣି କୋରୋନାରେ ସଂକ୍ରମିତ ହେଲେ ଆମେରିକା ରାଷ୍ଟ୍ରପତି - କୋରୋନାରେ ସଂକ୍ରମିତ ହେଲେ ଆମେରିକା ରାଷ୍ଟ୍ରପତି

ପୁଣି କୋରୋନାରେ ସଂକ୍ରମିତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ

ପୁଣି କୋରୋନାରେ ସଂକ୍ରମିତ ହେଲେ ଆମେରିକା ରାଷ୍ଟ୍ରପତି

author img

By

Published : Jul 31, 2022, 8:59 AM IST

ୱାଶିଂଟନ: ପୁଣି ଥରେ କୋରୋନାରେ ସଂକ୍ରମିତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏନେଇ ଗତକାଲି(ଶନିବାର) ମଧ୍ୟରାତ୍ରରେ ଟ୍ବିଟକରି ସୂଚନା ଦେଇଛନ୍ତି ବାଇଡେନ । ବାଇଡେନଙ୍କ କହିବା ଅନୁସାରେ, ‘‘ମୋ ପାଖରେ କୌଣସି ଲକ୍ଷଣ ନାହିଁ । ମୁଁ ନିଜକୁ ଆଇସୋଲେଟ କରି ରଖିଛି । ଖୁବ ଶିଘ୍ର ସୁସ୍ଥ ହୋଇ ଫେରିବି ।"

  • Folks, today I tested positive for COVID again.

    This happens with a small minority of folks.

    I’ve got no symptoms but I am going to isolate for the safety of everyone around me.

    I’m still at work, and will be back on the road soon.

    — President Biden (@POTUS) July 30, 2022 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ, ଗତ ଜୁଲାଇ ୨୧ ତାରିଖରେ କୋରୋନାରୋ ସଂକ୍ରମିତ ହୋଇ ସଂଘରୋଧରେ ରହିଥିଲେ ବାଇଡେନ । ତେବେ ସୁସ୍ଥ ହେବାର ଅଳ୍ପଦିନ ମଧ୍ୟରେ ପୁଣି ଗତକାଲି ସଂକ୍ରମିତ ହୋଇଛନ୍ତି ବାଇଡେନ । ଆଣ୍ଟି ଭାଇରାଲ ଔଷଧରେ ଚିକିତ୍ସିତ ହେବା ପରେ ପୁଣି କୋରୋନାରେ ପୀଡ଼ିତ ହେବା କଥା କୁହାଯାଇଛି । ତେବେ ବର୍ତ୍ତମାନ ବାଇଡେନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଏବଂ କୌଣସି ଲକ୍ଷଣ ନଥିବା ନେଇ ହ୍ବାଇଟ ହାଉସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଜୋ ବାଇଡେନଙ୍କୁ କୋରୋନା, ଆଶୁ ଆରୋଗ୍ୟ କାମନା କଲେ ମୋଦି

ଖବରଅନୁସାରେ, ୭୯ ବର୍ଷୀୟ ରାଷ୍ଟ୍ରପତି ବାଇଡେନ କୋରୋନା ଟିକାର ଦୁଇଟି ବୁଷ୍ଟର ଡୋଜ ନେଇଥିଲେ ହେଁ ୨ଥର ସଂକ୍ରମଣର ଶିକାର ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.