ETV Bharat / international

ପରିବର୍ତ୍ତନ ହେଲା ନାମ, ତୁର୍କୀରୁ ହେଲା ତୁର୍କିଏ - ତୁର୍କୀରୁ ହେଲା ତୁର୍କିଏ

ତୁର୍କୀ ନୁହେଁ ଏଥର ତୁର୍କିଏ ନାମରେ ଜଣାଯିବ ତୁର୍କୀ । ଜାତିସଂଘରେ ଦେଶର ନାମ ପରିବର୍ତ୍ତନ ନେଇ ଆବେଦନ କରିଥିଲା ତୁର୍କୀ । ଅଧିକ ପଢ଼ନ୍ତୁ

ପରିବର୍ତ୍ତନ ହେଲା ନାମ, ତୁର୍କୀରୁ ହେଲା ତୁର୍କିଏ

author img

By

Published : Jun 3, 2022, 6:46 PM IST

ହାଇଦ୍ରାବାଦ: ତୁର୍କୀ ନୁହେଁ ଏଥର ତୁର୍କିଏ ନାମରେ ଜଣାଯିବ ତୁର୍କୀ । ଜାତିସଂଘରେ ଦେଶର ନାମ ପରିବର୍ତ୍ତନ ନେଇ ଆବେଦନ କରିଥିଲା ତୁର୍କୀ । ଗତ ବୁଧବାର ତୁର୍କୀ ସରକାରଙ୍କ ଏହି ଆବେଦନକୁ ଗ୍ରହଣ କରିନେଇଛି ଜାତିସଂଘ । ଏହାକୁ ନେଇ ଡିସେମ୍ବର ୨ ତାରିଖରୁ ୨୦୨୧ରୁ ଅଭିଯାନ ଆରମ୍ଭ କରାଯାଇଥିଲା । ଦେଶର ବ୍ରାଣ୍ଡ ଭାଲ୍ୟୁ ବଢ଼ାଇବା ପାଇଁ ତୁର୍କୀ ସରକାର ନାମ ବଦଳାଇଛନ୍ତି ।

ତୁର୍କିଏର ବୈଦେଶିକ ମନ୍ତ୍ରୀ ମେଭଲୁଟ୍‌ କାଭୁସୋଗ୍ଲୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହାକୁ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଗାମୀ ଦିନରେ ତୁର୍କୀ ତୁର୍କିଏ ନାମରେ ପରିଚିତ ହେବ । ଦେଶରେ ଏହା ରପବ୍ଲିକ୍‌ ଅଫ୍‌ ତୁର୍କିଏ ନାମ ଜଣାଯିବ । ଏହାକୁ ନେଇ ଜାତି ସଂଘର ଜଣେ ମୁଖପାତ୍ର କହିଛନ୍ତି ଯେ, "ଯେକୌଣସି ଦେଶ ନିଜ ନାମ ପରିବର୍ତ୍ତନ କରିବାକୁ ସ୍ବାଧୀନ । ସାଧାରଣତଃ ଏଭଳି ଦେଖିବାକୁ ମିଳନଥାଏ, କିନ୍ତୁ ଏଥିରେ କୌଣସି ଅସୁବିଧା ନାହିଁ । "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.