ETV Bharat / international

କାବୁଲ ଗୁରୁଦ୍ବାରରେ ଆତଙ୍କବାଦୀ ଆକ୍ରମଣ - ଆଫଗାନିସ୍ତାନର ଆତଙ୍କବାଦୀଙ୍କ ଆକ୍ରମଣ

ଆଫଗାନିସ୍ତାନର କାବୁଲ ସ୍ଥିତ ଏକ ଗୁରୁଦ୍ବାର ଉପରେ ଆତଙ୍କବାଦୀଙ୍କ ଆକ୍ରମଣ । ଗୁରୁଦ୍ବାରର ସାହେବ କମ୍ପ୍ଲେକ୍ସରେ ଆତଙ୍କବାଦୀଙ୍କ ଦ୍ବାରା ଅନେକ ବିସ୍ଫୋରଣ କରାଯାଇଛି । ଅଧିକ ପଢ଼ନ୍ତୁ

Terrorists Attack on Kabul Gurudwara
ଗୁରୁଦ୍ବାରରେ ଆତଙ୍କବାଦୀଙ୍କ ଆକ୍ରମଣ
author img

By

Published : Jun 18, 2022, 12:38 PM IST

କାବୁଲ: ଆଫଗାନିସ୍ତାନର କାବୁଲ ସ୍ଥିତ ଏକ ଗୁରୁଦ୍ବାର ଉପରେ ଆତଙ୍କବାଦୀଙ୍କ ବଡଧରଣର ଆକ୍ରମଣ । ଗୁରୁଦ୍ବାରର ସାହେବ କମ୍ପ୍ଲେକ୍ସରେ ଆତଙ୍କବାଦୀଙ୍କ ଦ୍ବାରା ଅନେକ ବିସ୍ଫୋରଣ କରାଯାଇଛି । ବିଜେପି ନେତା ମଜିନ୍ଦର ସିଂ ସିରସା ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଆଫଗାନିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ମଜିନ୍ଦର ସିଂ ସିରସା ଭିଡିଏ ସେୟାର କରି ଟ୍ବିଟ କରି ଲେଖିଛନ୍ତି, "ଆଜି ସକାଳେ କାବୁଲର ଗୁରୁଦ୍ବାରରେ ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ ଦେଖିବାକୁ ମିଳିଛି । ସେମାନଙ୍କ ଦ୍ବାରା ଲଗାତାର ଗୁଳି ବିନିମୟ ଓ ବିସ୍ଫୋରଣ କରାଯାଇଛି । ବିସ୍ଫୋରଣ ସମୟରେ ଗୁରୁଦ୍ବାରରେ 10ରୁ ଅଧିକ ଲୋକଥିଲେ । ଏହି ଆକ୍ରମଣରେ କେତେକ ଆହତ ଏବଂ ମୃତ ହୋଇଛନ୍ତି ।" ତେବେ ପ୍ରକୃତରେ କେତେ ଜଣ ଗୁରୁଦ୍ବାରରେ ଥିଲେ ସେନେଇ କୌଣସି ସୂଚନା ମିଳିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.