ହାଇଦ୍ରାବାଦ: 2 ଦିନ ପାଇଁ ବନ୍ଦ ରହିବ ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ । ଯେକୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରଖିବା ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଋଷ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥଡକ୍ସ ଖ୍ରୀଷ୍ଟମାସ (Orthodox Christmas) ଜାନୁଆରୀ 6 ଓ 7 ତାରିଖ ପାଇଁ ଏହି ଯୁଦ୍ଧ ବିରତି ଘୋଷଣା କରିଛି ଋଷ ।
-
Russian President Vladimir Putin orders ceasefire in Ukraine over Orthodox Christmas (January 6-7), following request from Russia's spiritual leader Patriarch Kirill- Kremlin, reports AFP.
— ANI (@ANI) January 5, 2023 " class="align-text-top noRightClick twitterSection" data="
">Russian President Vladimir Putin orders ceasefire in Ukraine over Orthodox Christmas (January 6-7), following request from Russia's spiritual leader Patriarch Kirill- Kremlin, reports AFP.
— ANI (@ANI) January 5, 2023Russian President Vladimir Putin orders ceasefire in Ukraine over Orthodox Christmas (January 6-7), following request from Russia's spiritual leader Patriarch Kirill- Kremlin, reports AFP.
— ANI (@ANI) January 5, 2023
ଋଷର କିଛି ଆଧ୍ୟାତ୍ମିକ ନେତା ସରକାରଙ୍କୁ ଏହି ଦୁଇ ଦିନ ୟୁକ୍ରେନ ବିରୋଧରେ ଜାରି ରହିଥିବା ସମାରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରଖିବା ପାଇଁ ନିବେଦନ କରିଥିଲେ । ଯାହାକୁ ରାଷ୍ଟ୍ରପତି ପୁଟିନ କାର୍ଯ୍ୟକାରୀ କରିବା ସହ ଦୁଇ ଦିନିଆ ଯୁଦ୍ଧ ବିରତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥଡକ୍ସ ଖ୍ରୀଷ୍ଟମାସକୁ ଋଷ ଓ ୟୁକ୍ରେନ ଉଭୟ ପାଳନ କରନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ