ଟରାଣ୍ଟୋ: କାନାଡାର ପଶ୍ଚିମାଞ୍ଚଳ ରାଜ୍ୟ ବ୍ରିଟିଶ କଲମ୍ବିଆର ଏକାଧିକ ସ୍ଥାନରେ ସିରିଜ ଗୁଳିକାଣ୍ଡ ଘଟିଛି । କିଛି ଆତତାୟୀଙ୍କ ଅତର୍କିତ ଗୁଳିମାଡରେ ଏକାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ସ୍ଥାନୀୟ ଗମମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ସମ୍ପୂର୍ଣ୍ଣ ପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି । ଆକ୍ରମଣକାରୀଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ସ୍ଥାନୀୟ ପୋଲିସ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଜାରି ରଖିଛି ।
-
Several people were killed in a mass shooting in the Canadian province of British Columbia, reports Reuters quoting Police
— ANI (@ANI) July 25, 2022 " class="align-text-top noRightClick twitterSection" data="
Police had earlier issued an emergency alert for multiple shootings in the city of Langley and asked residents to stay alert and away from the area.
">Several people were killed in a mass shooting in the Canadian province of British Columbia, reports Reuters quoting Police
— ANI (@ANI) July 25, 2022
Police had earlier issued an emergency alert for multiple shootings in the city of Langley and asked residents to stay alert and away from the area.Several people were killed in a mass shooting in the Canadian province of British Columbia, reports Reuters quoting Police
— ANI (@ANI) July 25, 2022
Police had earlier issued an emergency alert for multiple shootings in the city of Langley and asked residents to stay alert and away from the area.
ତେବେ ସହରରେ ଗୋଟିଏ ସ୍ଥାନରେ ନୁହେଁ ବରଂ ଏକାଧିକ ସ୍ଥାନରେ କ୍ରମାଗତ ଫାଏରିଂ କରିଛନ୍ତି ଦୁର୍ବୃତ୍ତ । ଏଥିରେ କେହି ଜଣେ ବ୍ୟକ୍ତିବିେଶେଷ କିମ୍ବା କୌଣସି ଉଗ୍ରପନ୍ଥୀ ଗୋଷ୍ଠୀର ହାତ ଥିବା ସ୍ପଷ୍ଟ ହୋଇନାହିଁ । ସହରବାସୀଙ୍କୁ ଘରେ ରହିବା ସହ ସତର୍କତା ବଜାୟ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ