ETV Bharat / international

ମିଆଁମାରରେ ଭୂକମ୍ପ ଝଟକା, ତୀବ୍ରତା 5.0 ରେକର୍ଡ - ମିଆଁମାରରେ ଭୂକମ୍ପ ଝଟକା

ଭୂକମ୍ପରେ ଥରିଲା ମିଆଁମାର । ରିକ୍ଟର ସ୍କେଲରେ ତୀବ୍ରତା ୫.୦ ରେକର୍ଡ । ଅଧିକ ପଢନ୍ତୁ

ମିଆଁମାରରେ ଭୂକମ୍ପ ଝଟକା,  ତୀବ୍ରତା 5.0 ରେକର୍ଡ

author img

By

Published : Jul 3, 2022, 11:42 AM IST

ନାଏପିଦା: ମିଆଁମାରରେ ଭୂକମ୍ପ ଝଟକା । ଆଜି(ରବିବାର) ସକାଳ ୭.୫୬ ମିନିଟରେ ମିଆଁମାରର ୟାନଗାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତ୍ରୀବତା ୫.୦ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ମିଆଁମାର ୟାନଗାନର ଦକ୍ଷିଣ ପଶ୍ଚିମ ଠାରୁ ୨୬୦ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୧୯.୫୩ ରହିଥିବାବେଳେ ଦ୍ରାଘିମା ୯୪.୬୪ ରହିଥିଲା । ତେବେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.