କାବୁଲ: ଆଫଗାନିସ୍ତାନରେ ଭୂକମ୍ପ ଝଟକା । ଭୂକମ୍ପରେ ଥରିଲା ଆଫଗାନିସ୍ତାନର ଫାୟାଜାବାଦ(Earthquake Hits in Afghanistan) । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ଫାୟାଜାବାଦର ପୂର୍ବ ଦକ୍ଷିଣ ପୂର୍ବରୁ ୬୫ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳ ୮.୫୫ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।
-
Earthquake of Magnitude:5.2, Occurred on 07-11-2022, 08:55:23 IST, Lat: 36.89 & Long: 71.24, Depth: 150 Km ,Location: 65km ESE of Fayzabad, Afghanistan for more information download the BhooKamp https://t.co/5missv2Rs1 @Indiametdept @ndmaindia @moesgoi @PMOIndia @Dr_Mishra1966 pic.twitter.com/Dz2zzltAc6
— National Center for Seismology (@NCS_Earthquake) November 7, 2022 " class="align-text-top noRightClick twitterSection" data="
">Earthquake of Magnitude:5.2, Occurred on 07-11-2022, 08:55:23 IST, Lat: 36.89 & Long: 71.24, Depth: 150 Km ,Location: 65km ESE of Fayzabad, Afghanistan for more information download the BhooKamp https://t.co/5missv2Rs1 @Indiametdept @ndmaindia @moesgoi @PMOIndia @Dr_Mishra1966 pic.twitter.com/Dz2zzltAc6
— National Center for Seismology (@NCS_Earthquake) November 7, 2022Earthquake of Magnitude:5.2, Occurred on 07-11-2022, 08:55:23 IST, Lat: 36.89 & Long: 71.24, Depth: 150 Km ,Location: 65km ESE of Fayzabad, Afghanistan for more information download the BhooKamp https://t.co/5missv2Rs1 @Indiametdept @ndmaindia @moesgoi @PMOIndia @Dr_Mishra1966 pic.twitter.com/Dz2zzltAc6
— National Center for Seismology (@NCS_Earthquake) November 7, 2022
ସଚନା ଅନୁସାରେ, ଫାୟାଜାବାଦର ପୂର୍ବ ଦକ୍ଷିଣ ପୂର୍ବରୁ ୬୫ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୫୦କିଲୋମିଟର ରୋକର୍ଡ କରାଯାଇଛି । ସେହିପରି ଅକ୍ଷାଂଶ ୩୬.୮୯ ହୋଇଥିବାବେଳେ ଦ୍ରାଘିମା ୭୧.୨୪ ରହିଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।
ଏହା ମଧ୍ୟ ପଢନ୍ତୁ: ଉତ୍ତରାଖଣ୍ଡରରେ ୪.୫ ତୀବ୍ରତାର ଭୂକମ୍ପ ଝଟକା
ସୂଚନାଯୋଗ୍ୟଯେ, ଗତକାଲି(ରବିବାର)ଉତ୍ତରାଖଣ୍ଡରେ ୪.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଉତ୍ତରାଖଣ୍ଡ ଉତ୍ତରକାଶୀର ପୂର୍ବ ଦକ୍ଷିଣପୂର୍ବରୁ ୧୭ କିଲୋମିଟର ଦୂରରେ ଏହି ଭୂକମ୍ପ ହୋଇଥିଲା । ରିବବାର ସକାଳ ୮.୩୩ ମିନିଟ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଥିଲା । ଉତ୍ତରକାଶୀର ପୂର୍ବ ଦକ୍ଷିଣପୂର୍ବରୁ ୧୭ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୫ କିଲୋମିଟର ରେକର୍ଡ କରାଯାଇଥିଲା । ସେହିପରି ଅକ୍ଷାଂଶ ୩୦.୬୭ ହୋଇଥିବାବେଳେ ଦ୍ରାଘିମା ୭୮.୬୦ ରହିଥିଲା ।