ETV Bharat / international

ଗତ 24 ଘଣ୍ଟାରେ ଇରାନରେ କୋରୋନା ନେଲା 127 ମୁଣ୍ଡ

author img

By

Published : Mar 24, 2020, 7:59 AM IST

ଇରାନରେ ହୁ ହୁ ହୋଇ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । 24 ଘଣ୍ଟାରେ ଗଡିଲାଣି 127 ମୁଣ୍ଡ । ଅଧିକ ପଢନ୍ତୁ...

CORONA VIRUS
କୋରୋନା ଭାଇରସ୍‌ :ଇରାନରେ 24 ଘଣ୍ଟାରେ ଗଡିଲାଣି 127 ମୁଣ୍ଡ

ନୂଆଦିଲ୍ଲୀ: କୋରୋନା କବଳରେ ଇରାନ । ହୁ ହୁ ହୋଇ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟାରେ ଗଡିଲାଣି 127 ମୁଣ୍ଡ। ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା 1812କୁ ବୃଦ୍ଧି ପାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା 23,049ରେ ପହଞ୍ଚିଛି ।

ମଧ୍ୟ ପୂର୍ବ ଇରାନରେ କୋରୋନା ତାଣ୍ଡବ ରଚି ଚାଲିଥିବା ବେଳେ ଯଥା ସମୟରେ କ୍ବାରାଣ୍ଟାଇନ ବ୍ୟବସ୍ଥା ଗ୍ରହଣ ନକରିଥିବାରୁ ଦେଶକୁ ଏକ ବଡ କ୍ଷତି ସହିବାକି ପଡିଛି । ସେପଟେ ନାଇଜେରିଆରେ ହୋଇଛି ପ୍ରଥମ କୋରୋନା ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଜଣେ 67 ବର୍ଷୀୟ ବୃଦ୍ଧ ହୋଇଥିବା ସୂଚନା ରହିଛି ।

ବର୍ତ୍ତମାନ କୋରୋନା କବଜାରେ ବିଶ୍ବର ୧୯୨ ଦେଶ ରହିଛି । 3 ଲକ୍ଷ ୨୬ ହଜାର ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 14 ହଜାର 500 ଟପିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.