ETV Bharat / international

ଇଞ୍ଜିନ ଫେଲ୍ ଯୋଗୁଁ ୟୁକ୍ରେନରେ ଖସିଲା ବିମାନ, ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି - military plane

ଇଞ୍ଜିନ ଫେଲ ଯୋଗୁଁ An-26 ସାମରିକ ବିମାନ ୟୁକ୍ରେନର ଖାର୍କିଭ ଅଞ୍ଚଳରେ ଖସି ପଡିଥିଲା । ଶୁକ୍ରବାର ସନ୍ଧ୍ୟା ଘଟିଥିବା ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା 25 ଜଣଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ...

ୟୁକ୍ରେନ  ସାମରିକ ବିମାନ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି

author img

By

Published : Sep 26, 2020, 8:02 AM IST

କିଭ(ୟୁକ୍ରେନ): ୟୁକ୍ରେନର ଖାର୍କିଭ ଅଞ୍ଚଳରେ An-26 ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ । ଇଞ୍ଜିନ ଫେଲ ଯୋଗୁଁ ବିମାନ କ୍ରାସ ହୋଇଥିବା ସୂଚନା । ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା 25 ଜଣଙ୍କ ଜୀବନ ଗଲାଣି ।

ପ୍ରାଥମିକ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା 25 ଜଣଙ୍କର ମୃତ୍ୟୁ ହୋଇଛି, ଗୁରୁତର ଅବସ୍ଥାରେ ଦୁଇ ଜଣ ଆହତଙ୍କୁ ଚିକିତ୍ସା ସୁବିଧାକୁ ପଠାଯାଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ଶୁକ୍ରବାର ବିଳମ୍ବିତ ରାତିରେ ସୂଚନା ଦିଆଯାଇଛି ।

ସ୍ଥାନୀୟ ଖବରକାଗଜ depo.ua ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ, ଇଞ୍ଜିନ ଫେଲ ଯୋଗୁଁ An-26 ସାମରିକ ବିମାନ ଶୁକ୍ରବାର ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.