ETV Bharat / international

ଯୁକ୍ତରାଷ୍ଟ୍ରରେ ଆହୁରି ବଢିବ ଲକଡାଉନ ଅବଧି

author img

By

Published : Apr 17, 2020, 12:05 AM IST

ହଜାର ଚେଷ୍ଟା ଓ କଡା ସାମାଜିକ ଦୂରତା ନିୟନ ସତ୍ତ୍ବେ ଥମିବାର ନା ନେଉନାହିଁ କୋରୋନା ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ଏହି ସମସ୍ୟା ଦେଇ ଗତି କରୁଥିବା ଯୁକ୍ତରାଷ୍ଟ୍ରରେ ବର୍ତ୍ତମାନ କୋରୋନା ମୃତ୍ୟୁ ସଂଖ୍ୟା 12 ହଜାର ଟପିବା ପରେ କଠୋର ହୋଇଛନ୍ତି ସରକାର ।

corona in uk, lockdown in uk, corona update, coronavirus news, lockdown, ଯୁକ୍ତରାଷ୍ଟରେ କୋରୋନା, ଯୁକ୍ତରାଷ୍ଟରେ ଲକଡାଉନ, କୋରୋନା ଅପଡେଟ. କୋରୋନା ଭାଇରସ ନ୍ୟୁଜ୍‌, ଲକଡାଉନ
ଯୁକ୍ତରାଷ୍ଟ୍ରରେ ଆହୁରି ବଢିବ ଲକଡାଉନ ଅବଧି

ଲଣ୍ଡନ: ହଜାର ଚେଷ୍ଟା ଓ କଡା ସାମାଜିକ ଦୂରତା ନିୟମ ସତ୍ତ୍ବେ ଥମିବାର ନାଁ ନେଉନାହିଁ କୋରୋନା ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ଏହି ସମସ୍ୟା ଦେଇ ଗତି କରୁଥିବା ଯୁକ୍ତରାଷ୍ଟ୍ରରେ ବର୍ତ୍ତମାନ କୋରୋନା ମୃତ୍ୟୁ ସଂଖ୍ୟା 12 ହଜାର ଟପିବା ପରେ କଠୋର ହୋଇଛନ୍ତି ସରକାର । ପୁଣି ଥରେ ଲକଡାଉନ ଅବଧି ବୃଦ୍ଧି କରିବା ନେଇ କରିପାରନ୍ତି ଘୋଷଣା ।

ବର୍ତ୍ତମାନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଧିରେ ଧିରେ ସୁସ୍ଥ ହେଉଥିବା ବେଳେ ତାଙ୍କ ବଦଳରେ ରାଷ୍ଟ୍ର ଭାର ସମ୍ଭାଳୁଛନ୍ତି ଡୋମିନିକ ରାବ । ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ରାଷ୍ଟ୍ରରେ କୋରୋନା ମୃତ୍ୟୁ ସଂଖ୍ୟା 12, 868ରେ ପହଞ୍ଚିଥିବା ବେଳେ ଲକଡାଉନ ଅବଧିକୁ ଆହୁରି କିଛି ଦିନ ବଢାଇବାକୁ ପଡିବ । ଯାହାକି ଆହୁରି ତିନି ସପ୍ତାହ ପାଇଁ ବଢିପାରେ ବୋଲି ସେ ଇଙ୍ଗିତ କରିଛନ୍ତି ।

ଦେଶରେ ସ୍ଥିତି ଧିରେ ଧିରେ ଗମ୍ଭୀର ରୂପ ନେଉଛି । ଯେଉଁଥିରୁ ବଞ୍ଚିବାକୁ ହେଲେ ଲୋକଙ୍କ ଆଉ କିଛି ଦିନ ସହଯୋଗ କରିବାକୁ ହେବ ବୋଲି ମଧ୍ୟ ସେ ଅପିଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.