ETV Bharat / international

ପିଏନବି ଦୁର୍ନୀତି ମାମଲା: ନିରବଙ୍କୁ ରିମାଣ୍ଡରେ ପଠାଇଲା ୟୁକେ କୋର୍ଟ - Nirav Modi

ପିଏନବି ଦୁର୍ନୀତି ମାମଲାରେ ଲଣ୍ଡନର ଏକ କୋର୍ଟ ନିରବ ମୋଦିଙ୍କ ବିଚାର ବିଭାଗୀୟ ହେପାଜତକୁ ଆସନ୍ତା 17 ତାରିଖ ଯାଏଁ  ବୃଦ୍ଧି କରିଛି ।

ଫାଇଲ ଫଟୋ
author img

By

Published : Sep 19, 2019, 9:24 PM IST

ଲଣ୍ଡନ: ପିଏନବି ଦୁର୍ନୀତି ମାମଲାରେ ଲଣ୍ଡନର ଏକ କୋର୍ଟ ନିରବ ମୋଦିଙ୍କ ବିଚାର ବିଭାଗୀୟ ହେପାଜତକୁ ଆସନ୍ତା 17 ତାରିଖ ଯାଏଁ ବୃଦ୍ଧି କରିଛି । 48 ବର୍ଷୀୟ ହୀରା ବ୍ୟବସାୟୀଙ୍କୁ ୱେଷ୍ଟମିନଷ୍ଟର ମାଜିଷ୍ଟ୍ରେଟଙ୍କ କୋର୍ଟରେ ଭିଡିଓ କନଫରେନ୍ସି ଜରିଆରେ ହାଜର କରାଯାଇଥିଲା । ସେ ଏବେ ୱାଣ୍ଡସ ୱର୍ଥ ଜେଲରେ ଅଛନ୍ତି । ତାଙ୍କୁ ଗତ ମାର୍ଚ୍ଚ 19 ତାରିଖରେ ସ୍କଟଲ୍ୟାଣ୍ଡରୁ ଗିରଫ କରାଯାଇଥିଲା ।

ନିରବ ମୋଦିଙ୍କ ନାମରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର 13 ହଜାର 500 କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ପିଏନବିରୁ ଅର୍ଥ ହେରଫେର ପରେ ସେ ବିଦେଶ ପଳାୟନ କରିଥିଲେ । ଭାରତୀୟ ଯାଞ୍ଚ ଏଜେନ୍ସି ତଥା ଅଦାଲତମାନଙ୍କର ବାରମ୍ବାର ସମନ ସତ୍ତ୍ବେ ସେ ଭାରତ ଫେରି ନଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.