କିଭ୍: ଋଷ ବିରୋଧରେ ଗୁରୁତର ଅଭିଯୋଗ ଆଣିଲା ୟୁ୍କ୍ରେନ । ଋଷ ସେନାରେ ସାମିଲ ପାଇଁ ୧୪ଟି ସୈନ୍ୟ ନିଯୁକ୍ତି କେନ୍ଦ୍ର ଖୋଲିଥିବା କହିଛି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ । ତେବେ ଏହି ସବୁ ସୈନ୍ୟ ନିଯୁକ୍ତି କେନ୍ଦ୍ର ସିରିଆରେ ଋଷ ଖୋଲିଥିବା ୟୁକ୍ରେନ ଦାବି କରିଛି ।
-
#Russia has opened 14 mercenary recruitment centres in #Syria and is also training mercenaries from #Libya.
— IANS (@ians_india) March 13, 2022 " class="align-text-top noRightClick twitterSection" data="
This was reported by the Main Intelligence Directorate of the Ministry of Defense of Ukraine (@DefenceU).#RussiaUkraineWar #UkraineRussiaWar pic.twitter.com/AOSVVRb0JQ
">#Russia has opened 14 mercenary recruitment centres in #Syria and is also training mercenaries from #Libya.
— IANS (@ians_india) March 13, 2022
This was reported by the Main Intelligence Directorate of the Ministry of Defense of Ukraine (@DefenceU).#RussiaUkraineWar #UkraineRussiaWar pic.twitter.com/AOSVVRb0JQ#Russia has opened 14 mercenary recruitment centres in #Syria and is also training mercenaries from #Libya.
— IANS (@ians_india) March 13, 2022
This was reported by the Main Intelligence Directorate of the Ministry of Defense of Ukraine (@DefenceU).#RussiaUkraineWar #UkraineRussiaWar pic.twitter.com/AOSVVRb0JQ
ସେହିପରି ଲିବିଆରେ ମଧ୍ୟ ସୈନ୍ୟ ପ୍ରଶିକ୍ଷଣ କେନ୍ଦ୍ର ଋଷ ଖୋଲିଥିବା ୟୁକ୍ରେନ ଅଭିଯୋଗ କରିଛି । ଏହି ରିପୋର୍ଟ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଗୁଇନ୍ଦା ନିର୍ଦ୍ଦେଶକ ପକ୍ଷରୁ ଜାରି ହୋଇଛି । ଏପଟେ ଋଷର ୟୁକ୍ରେନ ଉପରେ ବିଭିନ୍ନ ସହର ଉପରେ ଘନ ଘନ ଆକ୍ରମଣ ଜାରି ରହିଛି ।
@IANS