ETV Bharat / international

ସମଲିଙ୍ଗୀ ସମ୍ପ୍ରଦାୟ ପାଇଁ ଆକାଶରେ ଦିଶିଲା ଲେଜର ଇନ୍ଦ୍ରଧନୁ - ଆକାଶରେ ଦିଶିଲା ଲେଜର ଇନ୍ଦ୍ରଧନୁ

ସମଲିଙ୍ଗୀ ସମ୍ପ୍ରଦାୟର ଉପସ୍ଥିତି ଜାହିର କରିବାକୁ ରବିବାର ବ୍ରାଜିଲର ସାଓ ପାଉଲୋ ଆକାଶରେ ଏକ ଲେଜର ଇନ୍ଦ୍ରଧନୁ ପ୍ରୋଜେକ୍ଟ କରାଯାଇଥିଲା ।

ଲେଜର ଇନ୍ଦ୍ରଧନୁ
ଲେଜର ଇନ୍ଦ୍ରଧନୁ
author img

By

Published : Jun 15, 2020, 5:01 PM IST

ବ୍ରାସିଲା: ସମଲିଙ୍ଗୀ ସମ୍ପ୍ରଦାୟର ଉପସ୍ଥିତି ଜାହିର କରିବାକୁ ରବିବାର ବ୍ରାଜିଲର ସାଓ ପାଉଲୋ ଆକାଶରେ ଏକ ଲେଜର ଇନ୍ଦ୍ରଧନୁ ପ୍ରୋଜେକ୍ଟ କରାଯାଇଥିଲା । କୋରୋନା ଭାଇରସ ମହାମାରୀ ଯୋଗୁଁ ଚଳିତ ବର୍ଷ ପ୍ରାଇଡରେ ସାମିଲ ହୋଇନଥିଲେ ଏହି ସମ୍ପ୍ରଦାୟ । ଯାହାପରେ ସେମାନେ ଏଭଳି କରିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ୟୁର୍ଟୋ ରିକାନ କଳାକାର ୟବେଟେ ମୈଟର୍ନ ବ୍ରାଜିଲରେ ସମଲିଙ୍ଗୀଙ୍କ ଉପସ୍ଥିତିକୁ ଜାହିର କରିବା ପାଇଁ ଇନ୍ଦ୍ରଧନୁର ରଙ୍ଗ ଆକାଶରେ ଆଙ୍କିବାର ନିଷ୍ପତ୍ତି ନେଇଥିଲେ ।

ସୂଚନାଯୋଗ୍ୟ ଯେ, ସାଧାରଣତଃ ହଜାର ହଜାର ଲୋକ ସାଓ ପାଉଲୋରେ ବିଶ୍ବ ପ୍ରସିଦ୍ଧ ପ୍ରାଇଡ ପରେଡ ପାଇଁ ଏକତ୍ରିତ ହୁଅନ୍ତି । କିନ୍ତୁ କୋରୋନା ଭାଇରସ ଯୋଗୁଁ ଚଳିତ ବର୍ଷ ଏହି ପରେଡ ଉପରେ ରୋକ ଲଗାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.