ETV Bharat / international

ଘୋଡା ରାଣୀ ଆୟଲା

ଆୟଲା ନାମକ ମହିଳାଙ୍କର ଘୋଡା ପରି ଦୌଡିବାର କ୍ଷମତା ଅଛି । ତେବେ କେବଳ ଏତିକି ନୁହେଁ ମହିଳା ଜଣଙ୍କ ଘୋଡା ପରି ଡିଆଁ ମଧ୍ୟ ମାରି ପାରନ୍ତି ।

author img

By

Published : May 19, 2019, 8:33 PM IST

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କିଏ କେତେବେଳେ କଣ କରୁଛି ତାହା ଜାଣିବା ବହୁତ କଷ୍ଟ । ତେବେ କିଛିଦିନ ହେବ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ସୌଜନ୍ଯ:ଇନଷ୍ଟା@_jump_to_the_stars_and_back_
ଭିଡିଓ ସୌଜନ୍ଯ:ଇନଷ୍ଟା@_jump_to_the_stars_and_back_

ତେବେ ଏହି ଭିଡିଓଟି କଷ୍ଟର୍ନ ନାଁବେର ଆୟଲା ନାମକ ମହିଳାଙ୍କର ଅଟେ । ଏହି ମହିଳାଙ୍କ ମଧ୍ୟରେ ଘୋଡା ପରି ଦୌଡିବାର କ୍ଷମତା ଅଛି । କେବଳ ଏତିକି ନୁହେଁ ମହିଳା ଜଣଙ୍କ ଘୋଡା ପରି ଡିଆଁ ମଧ୍ୟ ମାରି ପାରନ୍ତି । ଏହି ଭିଡିଓରେ ଆପଣ ଦେଖିପାରିବେ ମହିଳା ଜଣଙ୍କ କିପରି ଘୋଡା ପରି ଅତି ଖୀପ୍ର ଗତିରେ ଦୌଡି ପାରୁଛନ୍ତି ।

ସ୍ଲଗ-ମାଛ ଧରିବାକୁ ଯାଇ ନିଖୋଜ ହୋଇଗଲେ ମାଛ ଧରାଳି ଅଗ୍ନିଶମ ବାହିନୀ ର ଉଧାର କାର୍ଯ୍ୟ ଜାରି

ଆଙ୍କର-କେନ୍ଦୁଝର ଜିଲ୍ଲା ଅଙ୍କୁରା ବୈତରଣୀ ନଦୀ ଘାଟରେ ମାଛ ଧରିବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ହୋଇଛନ୍ତି ।ନିଖୋଜ ବ୍ୟକ୍ତି ଅଙ୍କୁରା ଗ୍ରାମର ମୋହନ ନାଏକ ବୋଲି ଜଣା ପଡ଼ିଛି।। ମିଳିଥିବା ଖବର ଅନୁସାରେ  ଶନିବାର ଅପରାହ୍ନରେ ମାଛ ଧରିବା ପାଇଁ ବୈତରଣୀ ନଦୀରେ ଜାଲ ବିଛାଇ ଥିଲେ। ଜାଲ ରେ ଲାଗିଥିବା ମାଛ କୁ ଆଣିବାକୁ ଯିବା ସମୟରେ ନଦୀରେ ଖସି ନିଖୋଜ ହୋଇଯାଇଛନ୍ତି। ଘର ଲୋକ ଖୋଜାଖୋଜି କରିବା ପରେ ନ ପାଇବାରୁ  ପାଟଣା ଅଗ୍ନିଶମ ବାହିନୀ କୁ ଖବର  ଦେଇଥିଲେ ଘଟଣା ସ୍ଥଳରେ ପାଟଣା  ଅଗ୍ନିଶମ  ବାହିନୀ ପହଁଚି ଉଧାର କାର୍ଯ୍ୟ ଜାରି ରଖିଛନ୍ତି । ନିଖୋଜ ବ୍ୟକ୍ତିର କୌଣସି ସନ୍ଧାନ ମିଳିପାରିନାହିଁ ନିଖୋଜ ବ୍ୟକ୍ତି ଜଣେ ଭିନ୍ନକ୍ଷମ ବୋଲି ଜଣା ପଡ଼ିଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.