ETV Bharat / international

କୋରୋନା କାଳରେ ଜାତିସଂଘର ଚେତାବନୀ, କୁପୋଷଣର ଶିକାର ହେବେ କୋଟି କୋଟି ଲୋକ

author img

By

Published : Jul 14, 2020, 10:35 AM IST

ସମଗ୍ର ବିଶ୍ବରେ ବଢୁଛି କ୍ଷୁଧା ଓ ଦାରିଦ୍ର୍ୟର ସଙ୍କଟ । କୁପୋଷଣର ଶିକାର ହେବେ କୋଟି କୋଟି ଲୋକେ । 2020କୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି ଜାତିସଂଘ । ଅଧିକ ପଢନ୍ତୁ...

କୋରୋନା ସଙ୍କଟରେ ଜାତିସଂଘର ଚେତାବନୀ
କୋରୋନା ସଙ୍କଟରେ ଜାତିସଂଘର ଚେତାବନୀ

ନୂଆଦିଲ୍ଲୀ: ଦୁନିଆରେ କ୍ଷୁଧା ଓ ଦାରିଦ୍ର୍ୟର ସଙ୍କଟ ବଢିବାରେ ଲାଗିଛି । ଏନେଇ ଜାତିସଂଘର ଖାଦ୍ୟ ନିରାପତ୍ତା ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଚଳିତ ବର୍ଷ 8.3 କୋଟିରୁ 13.2 କୋଟି କୁପୋଷଣ ଶିକାର ହେବାର ଆଶଙ୍କା ବଢିଛି । କୋରୋନା ମହାମାରୀ ପାଇଁ ସମଗ୍ର ଦୁନିଆରେ ଏଭଳି ଏକ ହା-ହା କାର ସୃଷ୍ଟି ହୋଇଛି ।

ଖାଦ୍ୟ ନିରାପତ୍ତା ଏବଂ ପୁଷ୍ଟିକର ଖାଦ୍ୟ - 2020ରେ ଜାତି ସଂଘ ତାର ଖାଦ୍ୟ ନିରାପତ୍ତା ଉପରେ ଏକ ସଦ୍ୟତମ ରିପୋର୍ଟ ପ୍ରକାଶ କରିଛି,

1. କୋରୋନା ସଙ୍କଟ ପାଇଁ 2020 ରେ 8.3 କୋଟିରୁ ବଢି 13.2 କୋଟି ଲୋକେ କୁପୋଷଣ ତାଲିକାରେ ସାମିଲ ହେବାର ଆଶଙ୍କା ବଢାଇ ଦେଇଛି ।

2. ଖାଦ୍ୟ ଯୋଗାଣ ଶୃଙ୍ଖଳ ଭାଙ୍ଗିବା ଏବଂ କୋରୋନା ସଙ୍କଟ କାରଣରୁ ଆୟ ନଷ୍ଟ ହେତୁ ଗରିବ ଲୋକ ପୁଷ୍ଟିକର ଖାଦ୍ୟ ପାଇବାକୁ ଅସମର୍ଥ ।

3. କୋରୋନା ସଙ୍କଟ ବଢିବା ହେତୁ, ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେଇଛି ।

4. ବର୍ତ୍ତମାନ ସମୟରେ 69 କୋଟି ଲୋକ ଅନାହାରର ସମ୍ମୁଖୀନ ହେଉଛନ୍ତି, ଅର୍ଥାତ ବିଶ୍ବ ଜନସଂଖ୍ୟାର 8.9% ଲୋକ ଖାଦ୍ୟ ସଙ୍କଟରେ ପୀଡିତ।

5. କୋରୋନା ସଙ୍କଟ ପୂର୍ବରୁ ମଧ୍ୟ ଗତ ପାଞ୍ଚ ବର୍ଷ ମଧ୍ୟରେ ଅନାହାରର ସମ୍ମୁଖୀନ ହୋଇଥିବା ଲୋକଙ୍କ ସଂଖ୍ୟା 60 ନିୟୁତ ବୃଦ୍ଧି ପାଇଛି।

ଏଥି ସହିତ ଜାତିସଂଘ ଚେତାବନୀ ଦେଇଛି ଯେ, ଦୁଇ ବିଲିୟନରୁ ଅଧିକ ଲୋକେ ମଧ୍ୟମ କିମ୍ବା ଗୁରୁତର ଖାଦ୍ୟ ନିରାପତ୍ତା ଭୋଗୁଛନ୍ତି । ସେମାନଙ୍କ ନିକଟରେ ପୁଷ୍ଟିକର କିମ୍ବା ପର୍ଯ୍ୟାପ୍ତ ଖାଦ୍ୟର ଅଭାବ ରହୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.