ETV Bharat / international

ଜାପାନରେ ଆପାତକାଳୀନ ସ୍ଥିତିକୁ ନେଇ ସରକାରଙ୍କ ଜରୁରୀ ଘୋଷଣା - କୋରୋନା ଅପଡେଟ

ଜାପାନ ମୁଖ୍ୟ ଶାସନ ମୁଖପାତ୍ର ୟୋସିହିଦେ ସୁଗାଙ୍କ ସୂଚନା ମୁତାବକ ଦେଶର ଅନ୍ୟ କୌଣସି ଅଞ୍ଚଳରେ ଆପାତକାଳୀନ ସ୍ଥିତି ଘୋଷଣାର କୌଣସି ଆବଶ୍ୟକତା ନାହିଁ । ଏହି ସ୍ଥାନଗୁଡିକରେ କୋରୋନାର ସେପରି କୌଣସି ମାମଲା ନଥିବାରୁ ଏଠାରେ ଆପାତକାଳୀନ ସ୍ଥିତି ଘୋଷଣା କରାଯିବ ନାହିଁ ।

corona in japan, state of emergency in japan, japan government, corona update, coronavirus news, ଜାପାନରେ କୋରୋନା, ଜାପାନରେ ଆପାତକାଳୀନ ସ୍ଥିତି ଘୋଷଣା, ଜାପାନ ସରକାର, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
ଜାପାନରେ ଆପାତକାଳୀନ ସ୍ଥିତିକୁ ନେଇ ସରକାରଙ୍କ ଜରୁରୀ ଘୋଷଣା
author img

By

Published : Apr 13, 2020, 11:54 PM IST

ଟୋକିୟୋ: ଗତ ସପ୍ତାହ ଦେଶର ସ୍ଥିତି ଦେଖି ଜାପାନ ସରକାର ଘୋଷଣା କରିଥିଲେ ଆପାତକାଳୀନ ସ୍ଥିତି । ଏହା କେବଳ ଟୋକିଓ ଓ ଅନ୍ୟ 6ଟି କୋରୋନା ହଟସ୍ପଟ ଅଞ୍ଚଳରେ ଲାଗୁ ହୋଇଥିଲା । ତେବେ ସପ୍ତାହେ ପରେ ସମୀକ୍ଷା ବୈଠକ ପରେ ସରକାର ଘୋଷଣା କରିଛନ୍ତି କିଛି ଜରୁରୀ ତଥ୍ୟ ।

ଜାପାନ ମୁଖ୍ୟ ଶାସନ ମୁଖପାତ୍ର ୟୋସିହିଦେ ସୁଗାଙ୍କ ସୂଚନା ମୁତାବକ ଦେଶର ଅନ୍ୟ କୌଣସି ଅଞ୍ଚଳରେ ଆପାତକାଳୀନ ସ୍ଥିତି ଘୋଷଣାର କୌଣସି ଆବଶ୍ୟକତା ନାହିଁ । ଏହି ସ୍ଥାନଗୁଡିକରେ କୋରୋନାର ସେପରି କୌଣସି ମାମଲା ନଥିବାରୁ ଏଠାରେ ଆପାତକାଳୀନ ସ୍ଥିତି ଘୋଷଣା କରାଯିବ ନାହିଁ । ସେପଟେ ଗତ ସପ୍ତାହ ଆପାତକାଳୀନ ପରିସ୍ଥିତି ଘୋଷଣା ହୋଇଥିବା 7ଟି ଅଞ୍ଚଳରେ ଦୋକାନ ବଜାର ଓ ସମସ୍ତ ବ୍ୟବସାୟକୁ ବନ୍ଦ ରଖି ଲୋକଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ଯଦି କୌଣସି ବ୍ୟକ୍ତି ଏହି ନିୟମକୁ ନ ମାନନ୍ତି ତେବେ ତାଙ୍କ ପାଇଁ ସେପରି କୌଣସି ଦଣ୍ଡର କୌଣସି ସୂଚନା ନାହିଁ ବୋଲି ସୋମବାର ସ୍ପଷ୍ଟ କରିଛନ୍ତି ୟୋସିହିଦୋ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.