ETV Bharat / international

ଶ୍ରୀଲଙ୍କାରେ ବନ୍ଦ ହେଲା ସୋସିଆଲ ମିଡିଆ - platforms

ଦେଶରେ ସୋସିଆଲ୍ ମିଡିଆର ସମସ୍ତ ସାଇଟକୁ ବନ୍ଦ କରିଦେଇଛନ୍ତି ଶ୍ରୀଲଙ୍କା ସରକାର । ପ୍ରସାରଣ ମନ୍ତ୍ରାଳୟର ନେଇଛି ଏପରି ନିଷ୍ପତ୍ତି । ଯେପର୍ଯ୍ୟନ୍ତ ହିଂସା ସ୍ବାଭାବିକ ନହୋଇଛି, ସେପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ବିଭାଗ ପକ୍ଷରୁ ପ୍ରକାଶ ।

ଫଟୋ ସୌଜନ୍ୟ: ଏନ୍ଆଇ
author img

By

Published : May 13, 2019, 8:59 AM IST

Updated : May 13, 2019, 11:27 AM IST

କଲମ୍ବୋ : ଦେଶରେ ସୋସିଆଲ୍ ମିଡିଆର ସମସ୍ତ ସାଇଟକୁ ବନ୍ଦ କରିଦେଇଛନ୍ତି ଶ୍ରୀଲଙ୍କା ସରକାର । ପ୍ରସାରଣ ମନ୍ତ୍ରାଳୟ ନେଇଛି ଏପରି ନିଷ୍ପତ୍ତି । ଯେପର୍ଯ୍ୟନ୍ତ ହିଂସା ସ୍ବାଭାବିକ ନହୋଇଛି, ସେପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ବିଭାଗ କହିଛି ।

ଗତ ଏପ୍ରିଲ୍ 21 ତାରିଖରେ ଘଟିଥିବା ଲୋମହର୍ଷଣ ଆକ୍ରମଣ ସମଗ୍ର ଶ୍ରୀଲଙ୍କାକୁ ଥରାଇ ଦେଇଥିଲା । ଇଷ୍ଟର ସନଡେ ଅବସରରେ ସେବିସ୍ତିଆନ୍ ଚର୍ଚ୍ଚରେ ହୋଇଥିବା ବିସ୍ଫୋରଣ ନେଇଥିଲା 250ରୁ ଉର୍ଧ୍ବ ନିରୀହ ଜୀବନ ।

ଏହି ଘଟଣା ପରେ ଶ୍ରୀଲଙ୍କାରେ ହିଂସା ଓ ଉତ୍ତେଜନା ବୃଦ୍ଧି ପାଇଛି । ଯାହାକୁ ଦୃଷ୍ଟିରେ ରଖି ପ୍ରସାରଣ ବିଭାଗ ସମସ୍ତ ସାମାଜିକ ଗଣମାଧ୍ୟମ ଓ ସୋସିଆଲ ମିଡିଆ ସାଇଟଗୁଡିକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି ।

Intro:Body:

prabir 1

Conclusion:
Last Updated : May 13, 2019, 11:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.