ETV Bharat / international

ପାକିସ୍ତାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ନେପାଳ ନାଗରିକ - ପାକିସ୍ତାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ନେପାଳ ନାଗରିକ

କାଠମାଣ୍ଡୁରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ ଶୁକ୍ରବାର ଅନେକ ନେପାଳୀ ବିରୋଧ ପ୍ରଦର୍ଶନ କରିଛନ୍ତି ।

ପାକିସ୍ତାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ନେପାଳ ନାଗରିକ

author img

By

Published : Aug 14, 2020, 5:12 PM IST

କାଠମାଣ୍ଡୁ: ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର କିଛି ନୂଆ କଥା ନୁହେଁ। ଏହା ବିରୋଧରେ ଭାରତ ଅନେକ ଥର ସ୍ବର ମଧ୍ୟ ଉତ୍ତୋଳନ କରିଛି। ତେବେ ବର୍ତ୍ତମାନ ନେପାଳର ନାଗରିକ ମଧ୍ୟ ପାକିସ୍ତାନର ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି । ପାକିସ୍ତାନର ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ପାକିସ୍ତାନୀ ଦୂତାବାସ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି ନେପାଳର ହିନ୍ଦୁ ।

କାଠମାଣ୍ଡୁରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ ଶୁକ୍ରବାର ଅନେକ ନେପାଳୀ ବିରୋଧ ପ୍ରଦର୍ଶନ କରିଛନ୍ତି । ପାକିସ୍ତାନ ବିରୋଧରେ ସେମାନେ ପ୍ଲାକାର୍ଡ ଦେଖାଇବା ସହ ନାରାବାଜି ମଧ୍ୟ କରିଛନ୍ତି ।

ପାକିସ୍ତାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ନେପାଳ ନାଗରିକ

ସୂଚନାଯୋଗ୍ୟ ଯେ, ପୂର୍ବରୁ ନେପାଳର ହିନ୍ଦୁ ସମ୍ପ୍ରଦାୟର କାର୍ଯ୍ୟକର୍ତ୍ତାମାନେ କାଠମାଣ୍ଡୁରେ ଥିବା ପାକିସ୍ତାନୀ ଦୂତାବାସ ବାହାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ପ୍ଲାକାର୍ଡ ଦେଖାଇଥିଲେ । ଏହା ବ୍ୟତୀତ ସେମାନେ ଇମ୍ରାନ ଖାନଙ୍କ କୁଶପୁତଳିକା ଦାହ କରିଥିଲେ। ସେମାନେ ଇସଲାମାବାଦରେ ଶ୍ରୀକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ଦାବି କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.