ETV Bharat / international

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ; ସୁନାମି ଆଲର୍ଟ

ଇଣ୍ଡୋନେସିଆର ଉତ୍ତର ସୁଲାବେସୀ ଏବଂ ମାଲୁକୁ ଦ୍ବିପସମୁହ ମଧ୍ୟରେ ଥିବା ମୋଲୁକ୍କା ସାଗରରେ ଭୂକମ୍ପ ଅନୁଭୁତ କରାଯାଇଛି । ଏହାପରେ ଆଖପାଖ ତଟବର୍ତ୍ତୀ ଅଞ୍ଚଳରେ ସୁନାମି ଚେତାବନୀ ଜାରି କରାଯାଇଛି ।

author img

By

Published : Jul 7, 2019, 10:44 PM IST

ଫାଇଲ ଫଟୋ

ଜାକର୍ତା: ରବିବାର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ଉତ୍ତର ସୁଲାବେସୀ ଏବଂ ମାଲୁକୁ ଦ୍ବିପସମୁହ ମଧ୍ୟରେ ଥିବା ମୋଲୁକ୍କା ସାଗରରେ ଏହି ଭୂକମ୍ପ ଅନୁଭୁତ କରାଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.9 ରହିଥିବା ବେଳେ ଏହାର ଆଖପାଖ ତଟବର୍ତ୍ତୀ ଅଞ୍ଚଳରେ ସୁନାମି ଚେତାବନୀ ଜାରି କରାଯାଇଛି ।

ତେବେ ଭୂକମ୍ପ ଭୂଗର୍ଭର 24 କିମି ଗଭୀରତାରେ ସୃଷ୍ଟି ହୋଇଛି । ମାନାଡାରୁ 185 କିମି ଦକ୍ଷୀଣ-ପୂର୍ବ ଦିଗରେ ଭୂକମ୍ପର କେନ୍ଦ୍ର ରହିଥିଲା । ସେପଟେ ଭୁକମ୍ପ ଯୋଗୁଁ ମୁଲୁକୁ ଦ୍ବୀପ ଶୃଙ୍ଖଳାର ଟର୍ନେଟ ସହରରେ ଭୟର ବାତାବରଣ ଖେଳିଯାଇଛି ।

Intro:Body:

asfa

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.