ETV Bharat / international

ଅଙ୍ଗ ସାନ ସୁକିଙ୍କୁ ଭେଟିଲେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ

author img

By

Published : Feb 18, 2020, 10:57 PM IST

ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ 4ଦିନିଆ ମିଆଁମାର ଗସ୍ତ କରିଛନ୍ତି । ମଙ୍ଗଳବାର ସେ ମିଆଁମାର ରାଜ୍ୟ ପରାମର୍ଶଦାତା ଓ ବୈଦେଶିକ ମନ୍ତ୍ରୀ ଅଙ୍ଗ ସାନ ସୁକିଙ୍କ ସହ ସାକ୍ଷାତ ଓ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ମିଆଁମାର: ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ 4ଦିନିଆ ମିଆଁମାର ଗସ୍ତ କରିଛନ୍ତି । ମଙ୍ଗଳବାର ସେ ମିଆଁମାର ରାଜ୍ୟ ପରାମର୍ଶଦାତା ଓ ବୈଦେଶିକ ମନ୍ତ୍ରୀ ଅଙ୍ଗ ସାନ ସୁକିଙ୍କୁ ଭେଟିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ମଙ୍ଗଳବାର ମିଆଁମାରର ସର୍ବଶକ୍ତିମାନ ନେତ୍ରୀ ଅଙ୍ଗ ସାନ ସୁକିଙ୍କୁ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ନୟା ପାଇ ତାଓ ଠାରେ ଭେଟିଛନ୍ତି । ତାଙ୍କ ସହ ଭାରତ ଓ ମିଆଁମାର ମଧ୍ୟରେ ନୌସେନା ସହଯୋଗ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ 17 ଫେବୃଆରୀ ରୁ 20 ଫେବୃଆରୀ ଯାଏଁ ମିଆଁମାର ଗସ୍ତରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.