ETV Bharat / international

ବିଶ୍ବରେ କୋରୋନା ଅପଡେଟ୍: 57 ଲକ୍ଷ ପାର୍ ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : May 28, 2020, 11:26 AM IST

ବିଶ୍ବରେ କୋରୋନା ମହାମାରୀ ଏପର୍ଯ୍ୟନ୍ତ 57 ଲକ୍ଷ 89 ହଜାର 843ଜଣଙ୍କୁ ଆକ୍ରାନ୍ତ କରିସାରିଛି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ହାଇଦ୍ରାବାଦ: ବିଶ୍ବରେ କୋରୋନା ମହାମାରୀ ଏପର୍ଯ୍ୟନ୍ତ 57 ଲକ୍ଷ 89 ହଜାର 843 ଜଣଙ୍କୁ ଆକ୍ରାନ୍ତ କରିସାରିଛି । ଅନ୍ୟପକ୍ଷେ ଏହି ମହାମାରୀ କବଳରୁ 24 ଲକ୍ଷ 97 ହଜାର 618ଜଣ ସୁସ୍ଥ ହୋଇଥିବା ବେଳେ 3 ଲକ୍ଷ 57 ହଜାର 432ଜଣ ମୃତ୍ୟୁବରଣ କରିଛନ୍ତି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ଫ୍ରାନ୍ସରେ 24 ଘଣ୍ଟା ମଧ୍ୟରେ 66ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ବୁଧବାର ସୁଦ୍ଧା ସେଠାରେ 28 ହଜାର 5596ଜଣଙ୍କ ମୃତ୍ୟୁ ହୋଇସାରିଛି । ଦକ୍ଷିଣ ଆଫ୍ରିକାରେ ଦିନକରେ 1 ହଜାର 673ଜଣ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସିଛି । ଦେଶରେ ବର୍ତ୍ତମାନ ସୁଦ୍ଧା 25 ହଜାର 937ଜଣ କୋରୋନା ଆକ୍ରାନ୍ତ ।

ସେହିପରି ଦକ୍ଷିଣ କୋରିଆରେ ମଧ୍ୟ 24 ଘଣ୍ଟାରେ 79ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ 67 ସିଓଲ ମେଟ୍ରୋପଲିଟାନ ଅଞ୍ଚଳର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.