ETV Bharat / international

ବିଶ୍ବରେ କୋରୋନା ଅପଡେଟ୍: ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷ ପାର୍ - corona virus update

ବିଶ୍ବରେ କୋରୋନା ମହାମାରୀର ଆତଙ୍କ । ବର୍ତ୍ତମାନ ସୁଦ୍ଧା ଏହି ମହାମାରୀ 50 ଲକ୍ଷ 85 ହଜାର 504 ଜଣଙ୍କୁ ଆକ୍ରାନ୍ତ କରିଥିବା ବେଳେ 3 ଲକ୍ଷ 29 ହଜାର 731ଜଣଙ୍କ ମୃତ୍ୟୁ ହୋଇଛି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍
author img

By

Published : May 21, 2020, 10:56 AM IST

ହାଇଦ୍ରାବାଦ: ବିଶ୍ବରେ କୋରୋନା ମହାମାରୀର ଆତଙ୍କ । ବର୍ତ୍ତମାନ ସୁଦ୍ଧା ଏହି ମହାମାରୀ 50 ଲକ୍ଷ 85 ହଜାର 504ଜଣଙ୍କୁ ଆକ୍ରାନ୍ତ କରିଥିବା ବେଳେ 3 ଲକ୍ଷ 29 ହଜାର 731 ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ 20 ଲକ୍ଷ 21 ହଜାର 666 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ସମଗ୍ର ବିଶ୍ବରେ କୋରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଲକଡାଉନ୍ ନିୟମକୁ ବି କୋହଳ କରାଯାଇଛି । ତଥାପି ଏସିଆ ଓ ୟୁରୋପ ମହାଦେଶରେ 24 ଘଣ୍ଟାରେ 1 ଲକ୍ଷ 6 ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । WHOର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି ଯେ ଏହି ସମସ୍ତ ମାମଲାର ଦୁଇ ତୃତୀୟାଂଶ କେବଳ 4ଟି ଦେଶରୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.