ETV Bharat / international

ବିଶ୍ବରେ କୋରୋନା ଅପଡେଟ୍: 42 ଲକ୍ଷ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା - corona virus update

କୋରୋନା ମହାମାରୀ ବିଶ୍ବରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ବିଶ୍ବର ପ୍ରାୟ 42 ଲକ୍ଷ 55 ହଜାର 942ଲୋକଙ୍କୁ ଆକ୍ରାନ୍ତ ହୋଇସାରିଥିବା ବେଳେ 2 ଲକ୍ଷ 87 ହଜାର 332 ଜଣଙ୍କ ମୃତ୍ୟୁ ହେଲାଣି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍
author img

By

Published : May 12, 2020, 11:48 AM IST

ହାଇଦ୍ରାବାଦ: କୋରୋନା ମହାମାରୀ ବିଶ୍ବରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ବିଶ୍ବର ପ୍ରାୟ 42 ଲକ୍ଷ 55 ହଜାର 942ଲୋକଙ୍କୁ ଆକ୍ରାନ୍ତ ହୋଇସାରିଥିବା ବେଳେ 2 ଲକ୍ଷ 87 ହଜାର 332 ଜଣଙ୍କ ମୃତ୍ୟୁ ହେଲାଣି । ଅନ୍ୟପକ୍ଷେ 15 ଲକ୍ଷ 27 ହଜାର 496ଜଣ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ମଙ୍ଗଳବାର ଚୀନରେ କେବଳ ଗୋଟିଏ ନୂତନ କୋରୋନା ଭାଇରସ ମାମଲା ସାମ୍ନାକୁ ଆସିଛି । ବେଜିଂ ମିଡିଲ୍ ସ୍କୁଲର ଛାତ୍ରମାନେ ପୁଣି ସ୍କୁଲ ଆସିଛନ୍ତି । ଏହାସହ କିଛି ଦର୍ଶକଙ୍କ ପାଇଁ ସାଂଘାଇର ଡିଜନିଲ୍ୟାଣ୍ଡ ମଧ୍ୟ ଖୋଲାଯାଇଛି ।

ବେଜିଂର ପ୍ରାଚୀନ ସହରରେ ପରିଦର୍ଶକ ସଂଖ୍ୟା ବଢିଛି । ଏଥିପାଇଁ ଅନଲାଇନରେ ବୁକିଂ ମଧ୍ୟ ଆରମ୍ଭ ହୋଇଛି । ଦର୍ଶକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ପରିଦର୍ଶନ ପାଇଁ ଛଡାଯିବ । ଅନ୍ୟପକ୍ଷେ ଗତ 24 ଘଣ୍ଟା ମଧ୍ୟରେ ଦକ୍ଷିଣ କୋରିଆ 27ଟି କୋରୋନା ଭାଇରସ ମାମଲା ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.