ETV Bharat / international

ବିଶ୍ବରେ କୋରୋନା ଅପଡେଟ୍: ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ ପାର୍ - global corona update

କୋରୋନା ଭାଇରସ ବିଶ୍ବରେ ବର୍ତ୍ତମାନ ସୁଦ୍ଧା 18 ଲକ୍ଷ 53 ହଜାର 155ଜଣଙ୍କୁ ଆକ୍ରାନ୍ତ କରିସାରିଲାଣି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍
author img

By

Published : Apr 13, 2020, 12:31 PM IST

ହାଇଦ୍ରାବାଦ: କୋରୋନା ଭାଇରସ ବିଶ୍ବରେ ବର୍ତ୍ତମାନ ସୁଦ୍ଧା 18 ଲକ୍ଷ 53 ହଜାର 155ଜଣଙ୍କୁ ଆକ୍ରାନ୍ତ କରିସାରିଲାଣି । ସେମାନଙ୍କ ମଧ୍ୟରୁ 4 ଲକ୍ଷ 23 ହଜାର 625ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 1 ଲକ୍ଷ 14ହଜାର 247ଜଣଙ୍କ ଜୀବନ ଗଲାଣି ।

Global COVID-19 tracker
18 ଲକ୍ଷ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା

ଚୀନରେ 24 ଘଣ୍ଟା ମଧ୍ୟରେ 108ଟି ନୂଆ ମାମଲା ସାମ୍ନାକୁ ଆସିଛି । ଚୀନରେ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ରୋଗରେ ମୋଟ 3 ହଜାର 341ଜଣଙ୍କ ମୃତ୍ୟୁ ହୋଇଛି । ନ୍ୟୁଜିଲାଣ୍ଡରେ 5ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ବେଳେ ସୋମବାର 19ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦକ୍ଷିଣ କୋରିଆରେ 25ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ 3ଜଣଙ୍କ ମୃତ୍ୟୁ ହୋଇଛି । ସେଠାରେ ମୋଟ 10 ହଜାର 537ଜଣ ସଂକ୍ରମିତ ହୋଇଛନ୍ତି ।

3 ସପ୍ତାହ ମଧ୍ୟରେ ଇଟାଲୀର କମ୍ ମୃତ୍ୟୁହାର ଦେଖିବାକୁ ମିଳିଛି । ଗତ ଦିନରେ ଇଟାଲୀରେ 431ଜଣଙ୍କ ମୃତ୍ୟୁ ହୋଇଛି । ମାର୍ଚ୍ଚ 19 ପରଠାରୁ ଇଟାଲୀର ଏହା କମ୍ ମୃତ୍ୟୁହାର । ଇଟାଲୀରେ ବର୍ତ୍ତମାନ ସୁଦ୍ଧା ମୋଟ 19 ହଜାର 899ଜଣଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.