ETV Bharat / international

ଇଣ୍ଡୋନେସିଆରେ ୬.୨ ତୀବ୍ରତାର ଭୂମିକମ୍ପ

author img

By

Published : Jul 26, 2021, 7:51 PM IST

ଇଣ୍ଡୋନେସିଆ ମିନାହାସା ଉପଦ୍ବୀପରେ ୬.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...

ଇଣ୍ଡୋନେସିଆରେ ୬.୨ ତୀବ୍ରତାର ଭୂମିକମ୍ପ
ଇଣ୍ଡୋନେସିଆରେ ୬.୨ ତୀବ୍ରତାର ଭୂମିକମ୍ପ

ଜାକର୍ତ୍ତା: ଇଣ୍ଡୋନେସିଆରେ ବଡ ଧରଣର ଭୂମିକମ୍ପ । ମିନାହାସା ଉପଦ୍ବୀପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ରହିଥିବା ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଭୂମିକମ୍ପ ପରେ ସୁନାମୀ ନେଇ କୌଣସି ଆଲର୍ଟ ଜାରି କରାଯାଇନାହିଁ ।

୨୦୦୪ରୁ ୨୦୧୮ ମଧ୍ୟରେ ଇଣ୍ଡୋନେସିଆରେ ଅନେକ ବଡ ଧରଣର ଭୂମିକମ୍ପ ହୋଇଛି । ୨୦୨୧ରେ ସୁଲାୱେସୀ ଦ୍ବୀପ ନିକଟରେ ୬.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏଥିରେ ପାଖାପାଖି ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବ୍ୟାପକ କ୍ଷଯକ୍ଷତି ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.