ବେଜିଙ୍ଗ୍: ଅନ୍ତରାଷ୍ଟ୍ରୀୟ ନ୍ୟୁଜ ଚ୍ୟାନେଲ ଉପରେ ଚୀନର କାର୍ଯ୍ୟନୁଷ୍ଠାନ । ନ୍ୟୁଜ ଚ୍ୟାନାଲର ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ଚୀନ ସରକାର ।
ଚୀନ ମିଡିଆରେ ପ୍ରକାଶିତ ଖବର ଅନୁସାରେ ଏହା ଦେଶରେ ନିର୍ଦ୍ଧିଷ୍ଟ ଅନ୍ତରାଷ୍ଟ୍ରୀୟ ନ୍ୟୁଜ ଚ୍ୟାନାଲର ପ୍ରସାରଣକୁ ଅନୁମତି ଦେବ ନାହିଁ ।
ସୂଚନାନୁସାରେ, ଜିନଜିଆଙ୍ଗରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ନିର୍ଯାତନା ତଥା କୋରୋନା ମହାମାରୀର ପରିଚାଳନା ସମ୍ପର୍କରେ ଏହି ନ୍ୟୁଜ ଚ୍ୟାନାଲର ଭୁଲ ତଥ୍ୟ ହେତୁ ଚୀନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।