ETV Bharat / international

ଚୀନକୁ ଫେରିଲା କୋରୋନା, 14 ନୂଆ ଆକ୍ରାନ୍ତ

author img

By

Published : May 3, 2020, 11:11 PM IST

ଚୀନ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ଚୀନରେ 14 ଟି ନୂଆ COVID-19 ମାମଲା ରିପୋର୍ଟ ହୋଇଛି ଯେଉଁଥିରେ 12 ଜଣଙ୍କ ଠାରେ କୌଣସି ସଂକ୍ରମଣ ଲକ୍ଷଣ ଦେଖାଯାଇନଥିଲା । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ବେଜିଂ: ସାରା ବିଶ୍ବରେ କୋରୋନାର କରାଳ ରୂପ ଜାରି ରହିଛି । କୋରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନରେ କୋରୋନା ସଂକ୍ରମଣ ସ୍ଥିର ରହିଥିବା ବେଳେ ଏବେ ପୁଣି ଥରେ ଚୀନକୁ ଫେରିଛି କୋରୋନା । ଚୀନ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ଚୀନରେ 14 ଟି ନୂଆ କୋଭିଡ-19 ମାମଲା ରିପୋର୍ଟ ହୋଇଛି ଯେଉଁଥିରେ 12 ଜଣଙ୍କ ଠାରେ କୌଣସି ସଂକ୍ରମଣ ଲକ୍ଷଣ ଦେଖାଯାଇନଥିଲା ।

ବର୍ତ୍ତମାନ ଚୀନରେ 82,877 ସଂକ୍ରମଣ ହୋଇଥିବାବେଳେ ଭାଇରସ ଯୋଗୁଁ 4,630 ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ରବିବାର ଦିନ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ଚୀନ ଜାତୀୟ ସ୍ବାସ୍ଥ୍ୟ ଆୟୋଗ (NHC) କହିଛି ଯେ ଶନିବାର ଦୁଇଟି ନୂତନ ମାମଲା ଆାସିଛି ।

କୋରୋନା ଭାଇରସ୍ କାରଣରୁ କୌଣସି ମୃତ୍ୟୁ ହୋଇନଥିବାରୁ ମୃତ୍ୟୁ ସଂଖ୍ୟା 4,633 ଥିଲା । ଏନଏଚସି କହିଛି ଯେ ଚୀନରେ ଏପର୍ଯ୍ୟନ୍ତ ମୋଟ 1,672 ମାମଲା ପଞ୍ଜିକୃତ କରିଛି । ସେଥିମଧ୍ୟରୁ 451 ଜଣ ଚାଇନାକୁ ବିଦେଶରୁ ଆସୁଛନ୍ତି, ସେଥିମଧ୍ୟରୁ 6 ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

କେନ୍ଦ୍ରୀୟ ହୁବେଇ ପ୍ରଦେଶରେ 26 ଏପ୍ରିଲରେ କୋଭିଡ-19 ମାମଲା ରହିଛି । ​​ଶନିବାର 651 ସଂକ୍ରମଣ ରିପୋର୍ଟ ରହିଛି । କୋଭିଡ-19 ପଜିଟିଭ୍ ପରୀକ୍ଷା କରିଛନ୍ତି କିନ୍ତୁ ଜ୍ବର, କାଶ କିମ୍ବା ଗଳା ଯନ୍ତ୍ରଣା ଭଳି କୌଣସି ଲକ୍ଷଣ ଦେଖାଯାଉନଥିଲା । ତଥାପି, ସେମାନଙ୍କ ଠାରୁ ସଂକ୍ରମଣ ଭୟ ଅତ୍ୟଧିକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.