ବେଜିଂ: ଚୀନ ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । କୁନମିଙ୍ଗରୁ ଚୀନର ଗୁଆଙ୍ଗଜୁହୁ ଅଭିମୁଖେ ଉଡାଣ ଭରିଥିବା ଏହି ବିମାନଟି ପାହାଡରେ ପିଟି ହୋଇ ଜଳିଯାଇଥିବା ସୂଚନା ମିଳିଛି । ବିମାନରେ ମୋଟ ୧୩୩ଜଣ ଯାତ୍ରୀ ଥିଲେ । ଏପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା ନେଇ ସରକାରୀ ଭାବେ ଚୀନ ପକ୍ଷରୁ ପ୍ରକାଶ କରାଯାଇନାହିଁ । ବିମାନଟି ପାହଡରେ ଧକ୍କା ଖାଇ ଜଳିଯିବାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ମିଳିଥିବା ସୂଚନା ଅନୁସାରେ, ଚୀନର ବୋଇଂ ୭୩୭ ଏୟାରକ୍ରାଫ୍ଟ ଦୁର୍ଘଟଣା ହୋଇଛି । ବିମାନଟି ଅପରାହ୍ନ ୧ଟା ୧୫ ରେ ୧୩୩ଜଣ ଯାତ୍ରୀଙ୍କୁ ଧରି କୁନମିଙ୍ଗରୁ ଚୀନର ଗୁଆଙ୍ଗଜି ଅଭିମୁଖେ ଉଡାଣ ଭରିଥିଲା । ସମୟ ୩ଟି ସୁଦ୍ଧା ଗୁଆଙ୍ଗଜିରେ ଅବତରଣ କରିବାର ଥିବାବେଳେ ନିକଟବର୍ତ୍ତୀ ଏକ ପାର୍ବତ୍ଯାଞ୍ଚଳରେ ଏହା ଦୁର୍ଘଟଣାଗ୍ରସ୍ତ ଘଟିଛି । ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ ।
-
Update: Boeing plane with 132 people onboard crashes in S.China's Guangxi. Casualties unknown. (Video via People's Daily) https://t.co/LQ97EFvX2k pic.twitter.com/lSSU3AD86y
— Global Times (@globaltimesnews) March 21, 2022 " class="align-text-top noRightClick twitterSection" data="
">Update: Boeing plane with 132 people onboard crashes in S.China's Guangxi. Casualties unknown. (Video via People's Daily) https://t.co/LQ97EFvX2k pic.twitter.com/lSSU3AD86y
— Global Times (@globaltimesnews) March 21, 2022Update: Boeing plane with 132 people onboard crashes in S.China's Guangxi. Casualties unknown. (Video via People's Daily) https://t.co/LQ97EFvX2k pic.twitter.com/lSSU3AD86y
— Global Times (@globaltimesnews) March 21, 2022
-
China Eastern Airlines 737 carrying 133 people crashes in southern China - CCTV. More to follow. pic.twitter.com/cga0VJPFNA
— Breaking Aviation News & Videos (@aviationbrk) March 21, 2022 " class="align-text-top noRightClick twitterSection" data="
">China Eastern Airlines 737 carrying 133 people crashes in southern China - CCTV. More to follow. pic.twitter.com/cga0VJPFNA
— Breaking Aviation News & Videos (@aviationbrk) March 21, 2022China Eastern Airlines 737 carrying 133 people crashes in southern China - CCTV. More to follow. pic.twitter.com/cga0VJPFNA
— Breaking Aviation News & Videos (@aviationbrk) March 21, 2022
- ଚୀନ୍ରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ
- ୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ
- କୁନମିଙ୍ଗ୍ରୁ ଗୁଆଙ୍ଗଝୁକୁ ଉଡ଼ାଣ ବେଳେ ଦୁର୍ଘଟଣା
- ଦୁର୍ଘଟଣାରେ ମୃତାହତ ନେଇ ସ୍ପଷ୍ଟ ହୋଇପାରି ନାହିଁ
-
At 5:15 pm local time, the forest fire caused by the plane crash had been extinguished, the local emergency management authority told CCTV. https://t.co/efSY0PneD8 pic.twitter.com/f1pERV4pXk
— Global Times (@globaltimesnews) March 21, 2022 " class="align-text-top noRightClick twitterSection" data="
">At 5:15 pm local time, the forest fire caused by the plane crash had been extinguished, the local emergency management authority told CCTV. https://t.co/efSY0PneD8 pic.twitter.com/f1pERV4pXk
— Global Times (@globaltimesnews) March 21, 2022At 5:15 pm local time, the forest fire caused by the plane crash had been extinguished, the local emergency management authority told CCTV. https://t.co/efSY0PneD8 pic.twitter.com/f1pERV4pXk
— Global Times (@globaltimesnews) March 21, 2022
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ