ETV Bharat / international

କ୍ୟାବିନେଟର ଅନୁମୋଦନ, 30 ଏପ୍ରିଲ ଯାଏଁ ପାକିସ୍ତାନରେ ଲକଡାଉନ

author img

By

Published : Apr 14, 2020, 7:28 PM IST

ପାକିସ୍ତାନରେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ କୋରୋନା ଭାଇରସ ମହାମାରୀକୁ ମୁକାବିଲା କରିବା ପାଇଁ ଏପ୍ରିଲ 30 ଯାଏଁ ଲକଡାଉନ ଅବଧିକୁ ବଢାଇବା ପାଇଁ ଫେଡେରାଲ କ୍ୟାବିନେଟ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ଇସଲାମାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ଲକଡାଉନ୍ ଅବଧି ମେ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅନ୍ୟପଟେ ପଡୋଶୀ ପାକିସ୍ତାନରେ ମଧ୍ୟରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ପାକିସ୍ତାନରେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ କୋରୋନା ଭାଇରସ ମହାମାରୀକୁ ମୁକାବିଲା କରିବା ପାଇଁ ଏପ୍ରିଲ 30 ଯାଏଁ ଲକଡାଉନ ଅବଧିକୁ ବଢାଇବା ପାଇଁ ଫେଡେରାଲ କ୍ୟାବିନେଟ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି ।

ସୂତ୍ରରୁ ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ଲକାଡାଉନକୁ ଅନୁମୋଦନ କରିଛି । ତେବେ ଜାତୀୟ ସମନ୍ବ କମିଟି (ଏନସିସି) ବୈଠକରେ ଏହି ପ୍ରସ୍ତାବର ଚୂଡାନ୍ତ ଅନୁମୋଦନ ଦିଆଯିବ ଏବଂ ସେ ଆନୁଷ୍ଠାନିକ ଭାବେ ଏହି ନିଷ୍ପତ୍ତି ଘୋଷଣା କରିବେ ଯାହା ପରେ ଦେଶରେ ଆନୁଷ୍ଠାନିକ ଭାବେ 30 ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି ହେବ।

ନିର୍ମାଣ କ୍ଷେତ୍ର ତଥା ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ଆରମ୍ଭ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। କେଉଁ ସ୍ଥଗିତ ପ୍ରକଳ୍ପଗୁଡିକ ପୁନଃ ଆରମ୍ଭ ହେବ ସେନେଇ ପ୍ରଦେଶ ସରକାର ନିଷ୍ପତ୍ତି ନେବେ ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.