ETV Bharat / international

ଆମେରିକା କୋରୋନା ଅପଡେଟ୍: ଗତ 24 ଘଣ୍ଟାରେ ଗଡିଲା 1783 ମୁଣ୍ଡ

author img

By

Published : Apr 10, 2020, 9:21 AM IST

ଆମେରିକାରେ ଗତ 24 ଘଣ୍ଟାରେ 1783 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଏଏଫପି ନ୍ୟୁଜ ଏଜନ୍ସି ଜନ୍ସ ହପକିନ୍ସ ସୂଚନା ଦେଇଛନ୍ତି ।

ଆମେରିକା କୋରୋନା ଅପଡେଟ୍
_america corona upadate

ୱାଶିଂଟନ: ସମଗ୍ର ବିଶ୍ବ ଏବେ କୋରୋନା ଭାଇରସ କବଳରେ । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ ଚୀନ ପରେ ଏବେ ଇଟାଲୀ, ସ୍ପେନ , ଆମେରିକା ସମେତ ବିଶ୍ବର 200 ଟି ଦେଶରେ କାୟା ବିସ୍ତାର କରିଛି । ଏହି କ୍ରମରେ ଆମେରିକାରେ ଗତ 24 ଘଣ୍ଟାରେ 1783 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଏଏଫପି ନ୍ୟୁଜ ଏଜନ୍ସି ଜନ୍ସ ହପକିନ୍ସ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ସର୍ବାଧିକ କୋରୋନା ଆକ୍ରାନ୍ତ ଦେଶ ମଧ୍ୟରେ ପ୍ରଥମ ଇଟାଲୀ, ଦ୍ବିତୀୟ ସ୍ପେନ ତୃତୀୟରେ ଆମେରିକା ରହିଛି । ଗତ ଦୁଇଦିନ ହେବ ଆମେରିକାରେ ଲଗାତାର 4000 କୋରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.