ETV Bharat / international

ଆନ୍ଥୋନି ଫୌସିଙ୍କୁ ବଦଳାଇବେ ନାହିଁ ଟ୍ରମ୍ପ : ହ୍ବାଇଟ ହାଉସ

ହ୍ବାଇଟ ହାଉସ କହିଛି ଯେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଦେଶର ସର୍ବୋଚ୍ଚ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫୌସିଙ୍କୁ ପଦରୁ ହଟାଉ ନାହାଁନ୍ତି । ହ୍ବାଇଟ ହାଉସର ଡେପୁଟି ପ୍ରେସ ସେକ୍ରେଟାରୀ ହୋଗାନ ଗିଡଲେ ସୋମବାର ଏକ ବିବୃତ୍ତିରେ କହିଛନ୍ତି ଯେ ଗଣମାଧ୍ୟମକୁ ଆସୁଥିବା ଖବରରେ ସତ୍ୟତା ନାହିଁ । ଅଧିକ ପଢନ୍ତୁ...

White House
White House
author img

By

Published : Apr 15, 2020, 12:12 AM IST

ୱାଶିଂଟନ୍: ଆମେରିକାରେ କୋରୋନା ସ୍ଥିତି ଉଦବେଗଜନକ ରହିଛି । ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର କୋରୋନା ବିରୋଧୀ ଲଢେଇ ପ୍ରଭାବଶୀଳୀ ଢଙ୍ଗରେ ଜାରି ରଖିଛି । ଏପରିସ୍ଥଳେ ହ୍ବାଇଟ ହାଉସ କହିଛି ଯେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଦେଶର ସର୍ବୋଚ୍ଚ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫୌସିଙ୍କୁ ପଦରୁ ହଟାଉ ନାହାଁନ୍ତି ।

ହ୍ବାଇଟ ହାଉସର ଡେପୁଟି ପ୍ରେସ ସେକ୍ରେଟାରୀ ହୋଗାନ ଗିଡଲେ ସୋମବାର ଏକ ବିବୃତ୍ତିରେ କହିଛନ୍ତି ଯେ ଗଣମାଧ୍ୟମକୁ ଆସୁଥିବା ଖବରରେ ସତ୍ୟତା ନାହିଁ । ସେ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଜଣେ ବିଶ୍ବସ୍ତ ପରାମର୍ଶଦାତା ଡକ୍ଟର ଫୌସି ରହିଆସିଛନ୍ତି ଓ ତାଙ୍କ କାମ ଜାରି ରଖିଛନ୍ତି ।

1984 ମସିହାରୁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ସଂକ୍ରାମକ ରୋଗର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରି ଆସୁଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.