ETV Bharat / international

କାଶ୍ମୀର ପ୍ରସଙ୍ଗରେ ଇମ୍ରାନଙ୍କୁ ଚେତାବନୀ ଦେଲେ ଟ୍ରମ୍ପ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଫୋନ କଲ ଯୋଗେ କଥାବାର୍ତ୍ତା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ।

ଫଟୋ ସୌଜନ୍ୟ- ସୋସିଆଲ ମଡିଆ
author img

By

Published : Aug 20, 2019, 5:41 PM IST

ୱାଶିଂଟନ୍‌: ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଫୋନ କଲ ଯୋଗେ କଥାବାର୍ତ୍ତା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ । ତେବେ ଏହି ବାର୍ତ୍ତାଳପରେ ଇମ୍ରାନଙ୍କୁ କାଶ୍ମୀର ପ୍ରସଙ୍ଗରେ ସଞ୍ଜମତା ରକ୍ଷା କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ତେବେ ଏହି ଫୋନକଲ ବାର୍ତ୍ତାଳପ 30 ମିନିଟରୁ ଅଧିକା ହୋଇଥିବା ସୂଚନା ରହିଛି ।

ଏହି ଫୋନକଲରେ ଟ୍ରମ୍ପ କହିଛନ୍ତି, " ଭାରତ ବିରୋଧରେ ହିଂସାମୂଳକ ବୟାନ ବାଜି କରିବାରୁ ପାକିସ୍ତାନ ଦୂରେଇ ରହୁ । ଏଥିସହ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଉଭୟ ଦେଶ ତିକ୍ତତା ବନ୍ଦ କରି ଶାନ୍ତି ପ୍ରତିଷ୍ଠା ପାଇଁ ଆଗେଇ ଆସନ୍ତୁ । "

ଏହା ପରେ ଟ୍ରମ୍ପ ଏକ ଟ୍ବିଟ କରି କହିଛନ୍ତି, " ମୋର ଦୁଇ ବନ୍ଧୁ ଭାରତର ପ୍ରଧାନମନ୍ତ୍ରୀ ମୋଦି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖାନଙ୍କ ସହ କଥା ହୋଇଛି । ଶିଳ୍ପ, ରଣକୌଶଳ, ଭାଗିଦାରୀ ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଶ୍ମୀର ପ୍ରସଙ୍ଗରେ ଆମେ ଆଲୋଚନା କରିଛୁ । ତେବେ ଏହି ଆଲୋଚନାରୁ ପରିସ୍ଥିତି ଏବେ କଠିନ ଥିବା ଜଣା ପଡିଥିବା ସତ୍ବେ ଆଲୋଚନା ଉତ୍ତମ ହୋଇଛି । "

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.