ETV Bharat / international

ଟେକ୍ସାସ ମ୍ୟୁଜିକ କ୍ଲବରେ ଗୁଳିକାଣ୍ଡ; 2 ମୃତ 5 ଆହତ - San Antonio crime

ଆମେରିକାର ଟେକ୍ସାସ ପ୍ରଦେଶରେ ହୋଇଥିବା ଗୁଳିକାଣ୍ଡରେ 2 ଜଣଙ୍କ ମୃତ୍ୟୁ ହେବା ସହ 5 ଜଣ ଆହତ ହୋଇଛନ୍ତି। ଅଧିକ ପଢନ୍ତୁ...

Texas shooting: 2 killed, 5 injured
ଟେକ୍ସାସ ଗୁଳିକାଣ୍ଡ,2 ମୃତ 5 ଆହତ
author img

By

Published : Jan 20, 2020, 12:30 PM IST

Updated : Jan 20, 2020, 12:42 PM IST

ୱାଶିଂଟନ: ଆମେରିକାର ଟେକ୍ସାସ ପ୍ରଦେଶରେ ହୋଇଥିବା ଗୁଳିକାଣ୍ଡରେ 2 ଜଣଙ୍କ ମୃତ୍ୟୁୁ ହୋଇଥିବା ବେଳେ 5 ଆହତ ହୋଇଛନ୍ତି। ଗତ ରବିବାର ଅପରାହ୍ନରେ ଟେକ୍ସାସର ସାନ ଆଣ୍ଟୋନିଓର ଏକ ମ୍ୟୁଜିକ୍ କ୍ଲବରେ ଘଟିଛି ଏହି ଘଟଣା।

ଗୁଳିମାଡ କରିବା ପରେ ଅଜ୍ଞାତ ବନ୍ଧୁକଧାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚି ଏ ମାମଲାର ତଦନ୍ତ ଆରମ୍ଭ କରିଛି। ଏ ଘଟଣାରେ ଆହତଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଭେନସରେ ପ୍ରାଣ ହରାଇଥିଲା। ଅନ୍ୟ 6 ଜଣଙ୍କୁ ଚିକିତ୍ସା ପାଇଁ ନିଆଯିବା ସମୟରେ ବାଟରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।

Intro:Body:

Texas shooting

Conclusion:
Last Updated : Jan 20, 2020, 12:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.