ETV Bharat / international

ତାଲିବାନୀଙ୍କ କଥାରେ ନୁହେଁ କାର୍ଯ୍ୟକଳାପରେ ହେବ ବିଚାର: ଆମେରିକା ପ୍ରତିନିଧୀ ଦଳ

author img

By

Published : Oct 11, 2021, 1:05 PM IST

କାତାରରେ ବରିଷ୍ଠ ତାଲିବାନ ପ୍ରତିନିଧିଙ୍କ ସହିତ ଜାତୀୟ ସ୍ବାର୍ଥ ବିଷୟରେ ଆଲୋଚନା କରିଛନ୍ତି ରାଜ୍ୟ ବିଭାଗରେ ମୁଖ୍ୟପାତ୍ର ନେଡ ପ୍ରାଇସ । ସେ କହିଛନ୍ତି ତାଲିବାକୁ କେବଳ କଥାରେ ନୁହେଁ କାର୍ଯ୍ୟକଳାପ ଉପରେ ମଧ୍ୟ ବିଚାର କରାଯିବ । ଅଧିକ ପଢନ୍ତୁ...

ତାଲିବାନଙ୍କ କଥାରେ ନୁହେଁ କାର୍ଯ୍ୟକଳାପରେ ହେବ ବିଚାର

ୱାଶିଂଟନ: ତାଲିବାନଙ୍କ ସହିତ ଆଲୋଚନା କରିଛନ୍ତି ଆମେରିକା ଆନ୍ତଃରାଜ୍ୟ ପ୍ରତିନିଧୀ ଦଳ । କାତାରରେ ବରିଷ୍ଠ ତାଲିବାନ ପ୍ରତିନିଧିଙ୍କ ସହିତ ଜାତୀୟ ସ୍ବାର୍ଥ ବିଷୟରେ ଆଲୋଚନା କରିଛନ୍ତି ରାଜ୍ୟ ବିଭାଗରେ ମୁଖ୍ୟପାତ୍ର ନେଡ ପ୍ରାଇସ । ସେ କହିଛନ୍ତି ତାଲିବାକୁ କେବଳ କଥାରେ ନୁହେଁ କାର୍ଯ୍ୟକଳାପ ଉପରେ ମଧ୍ୟ ବିଚାର କରାଯିବ ।

ଆକ୍ଟୋବର ୯ ଓ ୧୦ରେ ଦୋହା ଗସ୍ତ କରିଥିଲେ ଆମେରିକା ଆନ୍ତ ରାଜ୍ୟ ପ୍ରତିନିଧୀ ଦଳ । ଆମେରିକାର ପ୍ରତିନିଧୀ ସୁରକ୍ଷା ତଥା ଆତଙ୍କବାଦ ଚିନ୍ତାଧାରା ଆମେରିକାର ନାଗରିକ, ଅନ୍ୟ ବିଦେଶୀ ନାଗରିକ ତଥା ଆମର ଆଫଗାନିସ୍ତାନ ସହଭାଗୀମାନଙ୍କ ପାଇଁ ନିରାପଦା ଓ ସବୁ କ୍ଷେତ୍ରରେ ମହିଳା ଓ ବାଳିକା ମାନଙ୍କ ଅଶଂଗ୍ରହଣ ଉପରେ ତାଲିବାନ ବରିଷ୍ଠ ପ୍ରତିନିଧୀଙ୍କ ସହ ଆଲୋଚନା ହୋଇଥିବା ବିବୃତ୍ତିରେ ପ୍ରକାଶ ହୋଇଛି ।

ଆଫଗାନିସ୍ତାନବାସୀଙ୍କୁ ସିଧାସଳଖ ମାନବିକ ସହାୟତା ଯୋଗାଇଦେବା ଉପରେ ଉଭୟ ପକ୍ଷ ମଧ୍ୟ ଆଲୋଚନା କରିଥିଲେ । ଏହି ଆଲୋଚନା ଆମେରିକାର ପ୍ରତିନିଧୀଙ୍କ ସହ ଖୋଲାଖୋଲି ଭାବରେ ହୋଇଥିଲା । ତାଲିବାନକୁ କେବଳ ଏହାର ଶବ୍ଦ ନୁହେଁ ତାହାର କାର୍ଯ୍ୟକଳାପ ଉପରେ ବିଚାର କରାଯିବ । ଅଗଷ୍ଟ ମଧ୍ୟଭାଗରେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ଦୋହାରେ ଏହା ତାଲିବାନଙ୍କ ସହିତ ପ୍ରଥମ ବୈଠକ ।

ଆମେରିକା ସୈନ୍ୟଙ୍କ ଆକ୍ରମଣ ପରେ ଆଫଗାନିସ୍ତାନରୁ ତାଲିବାନକୁ ବିତାଡିତ କରାଯାଇଥିଲା । ଏବେ ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନ ଶାସନକୁ ପୁଣି ତାଲିବାନ ଫେରିଛି । ତାଲିବାନ ପୁନର୍ବାର ତା’ର ଶାସନ ମଜଭୁତ କରିବାକୁ ଉଦ୍ୟମ ଜାରି ରଖିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.