ETV Bharat / international

ଆମେରିକାରେ ପୁଣି ଜଣେ କୃଷ୍ଣକାୟ ଫ୍ଲୋଏଡଙ୍କ ମୃତ୍ୟୁ - ପୁଣି ଜଣେ କୃଷ୍ଣକାୟ ଫ୍ଲୟଡଙ୍କ ମୃତ୍ୟୁ

ଆମେରିକାରେ ଜଣେ କୃଷ୍ଣକାୟ ଜର୍ଜ ଫ୍ଲୋଏଡାଙ୍କ ମୃତ୍ୟୁ ନେଇ ହିଂସା ସୃଷ୍ଟି ହୋଇଛି । ଆମେରିକାର 140 ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ସମୟରେ ପୁଣି ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ପୋଲିସ ହେପାଜତରେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଆମେରିକାରେ ପୁଣି ଜଣେ କୃଷ୍ଣକାୟ ଫ୍ଲୟଡଙ୍କ ମୃତ୍ୟୁ

author img

By

Published : Jun 5, 2020, 12:19 PM IST

ୱାଶିଂଟନ: ପୋଲିସ ହେପାଜତରେ ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲୋଏଡାଙ୍କ ମୃତ୍ୟୁକୁ ପରେ ସାରା ଆମେରିକାରେ ହିଂସା ଦେଖାଦେଇଛି । ପୁଣି ଜଣେ କୃଷ୍ଣକାୟ ଫ୍ଲୋଏଡଙ୍କ ପୋଲିସ ହେପାଜତରେ ମୃତ୍ୟୁ ଘଟିଛି । ଜମେଲ ଫ୍ଲୋଏଡ ନ୍ୟୁୟର୍କର ଫେଡେରାଲ ଜେଲରେ ସଜା କାଟୁଥିଲେ । ପୋଲିସର ପେପର ସ୍ପ୍ରେରେ ତାଙ୍କର ମୃତ୍ୟୁ ହୋଇଛି ।

ଆମେରିକା ଗଣମାଧ୍ୟମ ଅନୁସାରେ, ବ୍ରୁକଲିନ ର ମେଟ୍ରୋପୋଲିଟନ ନିରୋଧକ କେନ୍ଦ୍ରରେ 2019 ରୁ ଜୈମେଲ ଫ୍ଲୋଏଡ ବନ୍ଦୀ ଜୀବନ କାଟୁଥିଲେ । ବୁଧବାର ଦିନ ଫ୍ଲୋଏଡ ନିଜ କୋଠରୀରେ ବ୍ୟାରିକେଡ୍ ରଖି ଲୁହା ରଡରେ ଜେଲର କବାଟ ଭାଙ୍ଗିଥିବା ଅଭିଯୋଗ ହେଇଛି ।

ଜମେଲକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ପୋଲିସ ପେପର ସ୍ପ୍ରେ କରିଛି। ଜେଲରେ ଥିବା ଅନ୍ୟ କଏଦୀଙ୍କ ପାଇଁ ଜୈମେଲ ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇଥିଲେ । ତେଣୁ ଉପରକୁ ବାଧ୍ୟ ହୋଇ ପୋଲିସ ସ୍ପ୍ରେ କରିଥିବା ଜଣାପଡିଛି । ସ୍ପ୍ରେ କରିବାର କିଛି ସମୟରେ ଫ୍ଲୋଏଡଙ୍କ ମୃତ୍ୟୁ ହୋଇଥିଲା ।

ଫ୍ଲୋଏଡଙ୍କ ମାଆଙ୍କ କହିଛନ୍ତି, ତାଙ୍କ ପୁଅ ଆସ୍ଥାମା ଓ ମଧୁମେହ ରୋଗରେ ପୀଡିତ ଥିଲେ । ଫ୍ଲୋଏଡଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପୋଲିସ ଅଧିକାରୀ ଅବଗତ ମଧ୍ୟ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.